ଝିଅ ମଲା ପରେ ବି ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର ଅଛି
ଡୁମାଣୀ ଟିଭି , ୧/୪ : ଗୁରୁବାର ଦିନ ସମ୍ପତ୍ତି ବିବାଦରେ ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ମୁତାବକ, ଝିଅର ମୃତ୍ୟୁ ପରେ ବି ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର ରହିବ । ରାୟ ଶୁଣାଇବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦ୍ୱିତୀୟ…