ତେଲେଙ୍ଗାନାରେ ୧୦୦ଟି ବୁଲା କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ ଦେଇ ହତ୍ୟା
ବୁଲା ପଶୁଙ୍କ ପାଇଁ କାମ କରୁଥିବା ଜଣେ ସାମାଜିକ କର୍ମୀଙ୍କ ଅନୁସାରେ ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ ୧୦୦ରୁ ଅଧିକ ବୁଲା କୁକୁରମାନଙ୍କୁ ସାମୁହିକ ଭାବେ ହତ୍ୟା କରାଯାଇଛି । ସିଦ୍ଦିପେଟ ଜିଲ୍ଲାର ଜଗଦେବପୁର ମଣ୍ଡଳରେ ଥିବା ଥିଗୁଲ ଗାଁର ସରପଞ୍ଚ ଓ ସମ୍ପାଦକ ଜଣେ ବୃତ୍ତିଗତ କୁକୁର…