Browsing Tag

#DumaniKhabar #DumaniTv #

ସ୍ୱଚ୍ଛତାର ସହ ହେବ ଖରିଫ୍ ଧାନ ସଂଗ୍ରହ

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ସ୍ୱଚ୍ଛତାର ସହ ହେବ ଖରିଫ୍ ଧାନ ସଂଗ୍ରହ । ଏଥିପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ବ୍ୟବସ୍ଥା ଠିକ୍ ·ଲିଛି କି ନାହିଁ, ତାହା ଅନୁଧ୍ୟାନ କରିବା ପାଇଁ ସବୁ ସଚିବ ମଣ୍ଡି ବୁଲିବେ । ·ଷୀ ଯେଭଳି କୌଣସି ସମସ୍ୟାରେ ନପଡ଼ିବେ, ତା' ଉପରେ ନଜର ରଖିବାକୁ…

କେସିଙ୍ଗାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

କେସିଙ୍ଗା, (ଡି କେ ନୁ୍ୟଜ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ମିନି ଷ୍ଟାଡିୟମରେ ପରିସରରେ ହଜାର ହଜାର ସଂଖ୍ୟାରେ ମିଶନ ଶକ୍ତି ମା’ ଭଉଣୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରକାଶ ଥାଉ କି ଚଳିତ ୩ ତାରିଖରୁ ସମଗ୍ର…

ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଲୋକସଂସ୍କୃତି ଉପାଦାନଗୁଡ଼ିକରପ୍ରାଧାନ୍ୟ ଓ ପ୍ରଭାବ ସବୁବେଳେସ୍ୱୀକୃତ । ଏହା ଗୋଟିଏ ଜାତିରସ୍ୱରୂପ ନିର୍ମାଣ କରିଥାଏ ବୋଲିବିଶିଷ୍ଟ ଲୋକସଂସ୍କୃତି ବିଶାରଦ ତଥାବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟରପ୍ରଫେସର ଡ. ସଦାନନ୍ଦ ଶାହୀଉଲ୍ଲେଖ କରିଛନ୍ତି । ସୁରେଶବଳବନ୍ତରାୟ…

ପବିତ୍ର ମହାଷ୍ଟମୀ ଉପଲକ୍ଷେ ବିଶ୍ୱରେ ସତ୍ୟ, ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଡୁମାଣୀ ପରିବାର ପକ୍ଷରୁ ବିଶିଷ୍ଟ…

ପବିତ୍ର ମହାଷ୍ଟମୀ ଉପଲକ୍ଷେ ବିଶ୍ୱରେ ସତ୍ୟ, ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଡୁମାଣୀ ପରିବାର ପକ୍ଷରୁ ବିଶିଷ୍ଟ ସମାଜସେବୀ, ଆଇନଜୀବୀ ତଥା ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ମା’ଙ୍କ ପୀଠରେ ହୋମ ଓ ପୂଜାର୍ଚ୍ଚନା କରିବା ଅବସରରେ...

ଭୂକମ୍ପରେ ଥରିଲା ଇରାନ, ୭ ଆହତ

ତେହରାନ: ଇରାନରେ ଶୁକ୍ରବାରପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି ।ଏହି ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲ୍ରେ ୪.୯ ଥିଲା ।ସୂଚନାନୁଯାୟୀ, ଏହି ଭୂକମ୍ପରକେନ୍ଦ୍ରସ୍ଥଳ ଖାନେ ଜେନିଆନରେହୋଇଛି । ଏହା ଭୂପୃଷ୍ଠଠାରୁ ପ୍ରାୟ୧୦ କିଲୋମିଟର ଗଭୀରରେ ସୃଷ୍ଟିହୋଇଛି ।ଏହି ଭୂକମ୍ପରେ ପ୍ରାୟ ୭ଜଣ ଲୋକ ଆହତ…