୧୮ ହଜାର ରନ୍ କ୍ଲବରେ ରୋହିତ
ଲକ୍ଷ୍ନୌ, ୩୦ା୧୦: ଭାରତୀୟ କ୍ରିକେଟ ଦଳରଅଧିନାୟକ ରୋହିତ ଶର୍ମା ରବିବାରଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ
ପୂରଣ କରିଛନ୍ତି । ପଞ୍ଚମ ଭାରତୀୟ ଭାବେ ସେଏହି ଉପଲବ୍ଧି ହାସଲ କରିଛନ୍ତି । ସେ ୪୫୭ତମମ୍ୟାଚରେ ୪୭୭ଟି ଇନିଂସରୁ ୧୮ ହଜାର ରନ
ପୂରଣ କରିଛନ୍ତି । ରବିବାର ଲକ୍ଷ୍ନୌର ଭାରତରତ୍ନ…