ଏସବିଆଇ ବ୍ୟାଙ୍କିଙ୍ଗ୍ ସେବା ସାମୟିକ ଭାବେ ଅଚଳ
ମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କରଗ୍ରାହକମାନେ ଶନିବାର କିଛି ସମୟପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବାପାଇବାରେ ସମସ୍ୟାର ସମ୍ମୁଖୀନହୋଇଥିବା ଜଣାଯାଇଛି । ବ୍ୟାଙ୍କନିଜେ ପୂର୍ବରୁ ଏହି ସେବାସାମୟିକଭାବେ ଅଚଳ ରହିବାସମ୍ପର୍କରେ ସୂଚନା ଦେଇଥିଲା ।ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟ…