ଏସବିଆଇ ବ୍ୟାଙ୍କିଙ୍ଗ୍ ସେବା ସାମୟିକ ଭାବେ ଅଚଳ
ମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କରଗ୍ରାହକମାନେ ଶନିବାର କିଛି ସମୟପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବାପାଇବାରେ ସମସ୍ୟାର ସମ୍ମୁଖୀନହୋଇଥିବା ଜଣାଯାଇଛି । ବ୍ୟାଙ୍କନିଜେ ପୂର୍ବରୁ ଏହି ସେବାସାମୟିକଭାବେ ଅଚଳ ରହିବାସମ୍ପର୍କରେ ସୂଚନା ଦେଇଥିଲା ।ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟ ବାମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ନେଟବ୍ୟାଙ୍କିଙ୍ଗରେ ଏହି ସମସ୍ୟାଦେଖାଦେଇଥିବା ବ୍ୟାଙ୍କ ସୂଚନାଦେଇଛି । ଏସବିଆଇ ମଧ୍ୟ ପୂର୍ବରୁକହିଥିଲା ଯେ ନେଟ୍ ବ୍ୟାଙ୍କିଂ ସେବାକିଛି ସମୟ ପାଇଁ ବ୍ୟାହତହୋଇପାରେ । ଏସବିଆଇ କହିଥିଲାଯେ ନିର୍ଦ୍ଧାରିତ କାର୍ଯ୍ୟକଳାପ ଯୋଗୁଁ୧୪ ଅକ୍ଟୋବର ୨୦୨୩ ସକାଳ୦୦:୪୦ରୁ ଅପରାହ୍ନ ୦୨:୧୦ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାଙ୍କିଂଆପ୍ଲିକେସନ୍ ସେବା ଉପଲବ୍ଧ ହେବନାହିଁ । ଏହି କାରଣରୁ ବେଶ କିଛିସମୟ ପାଇଁ ନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦରହିଥିଲା । ତେବେ ରାତିରେ ଏହାହୋଇଥିବାରୁ ଅଧିକାଂଶ ଗ୍ରାହକ ଏନେଇ ବିଶେଷ ସମସ୍ୟାର ସମ୍ମୁଖୀନହୋଇନଥିଲେ । ପୁଣି ନେଟବ୍ୟାଙ୍କିଙ୍ଗରେ ଏହି ସମସ୍ୟା ଯୋଗୁଁୟୁପିଆଇ ସହ ଲିଙ୍କ୍ ଥିବା ଷ୍ଟେଟବ୍ୟାଙ୍କ ଖାତା ଗୁଡ଼ିକରପରିଚାଳନାରେ କୌଣସି ସମସ୍ୟାହୋଇନଥିଲା । ଆହୁରି ମଧ୍ୟ ବ୍ୟାଙ୍କରଏଟିଏମ ସେବା ବି ସ୍ୱାଭାବିକ ଭାବେଜାରି ରହିଥିଲା ବୋଲି ଜଣାଯାଇଛ