Browsing Tag

#DUMANITV

ଶ୍ରାବଣୀ ନନ୍ଦଙ୍କୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର |

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ା ଶୃଙ୍ଖଳରେ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ କଳିଙ୍ଗ…

ବ୍ୟକ୍ତିଗତ ସଫଳତାର ପ୍ରତିବନ୍ଧକ ନୁହେଁ ଶାରୀରିକ ଅକ୍ଷମତା : ମୁଖ୍ୟମନ୍ତ୍ରୀ |

ଭୁବନେଶ୍ୱର : ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜ୍ଞାପନ କରି କହିଛନ୍ତି ଯେ ରାଜ୍ୟର ଭିନ୍ନକ୍ଷମ ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି । କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା ସବୁକ୍ଷେତ୍ରରେ ସେମାନେ ନିଜର…

ବିଜୟ ସୁନାମୀ ଆଣିଲା ମୋଦି ମ୍ୟାଜିକ |

ନୂଆଦିଲ୍ଲୀ,୩ା୧୨: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଫୁଟିଲା ପଦ୍ମ । କାମ ଦେଲା ମୋଦି ମ୍ୟାଜିକ୍‌ । ମୂଳପୋଛ ହେଲା କଂଗ୍ରେସ ।୩ ରାଜ୍ୟର ବିପୁଳ ବିଜୟ ପରେ ବିଜୟ ଉତ୍ସବ ମନାଇଲେ ବିଜେପିର ନେତା ଓ କର୍ମୀ । କେଉଁଠି ନାଚଗୀତର ଆସର ତ ଆଉ କେଉଁଠି ଅଦିନିଆ ଦୀପାବଳୀ ପାଳନ । ମିଠା ଖୁଆଇ ଝୁମିଲେ ସମସ୍ତେ…

ସମସ୍ତ ବିଶ୍ୱ ବିଦ୍ୟାଳୟ-କଲେଜରେ ଲଗାଯିବ ମୋଦିଙ୍କ ଫଟୋ! |

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲଗାଯିବ । ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି । ୟୁଜିସିର ଏହି ଅନୁରୋଧ…

ବଦଳିବ ଇଂରେଜ ଅମଳର ଆଇନ: ଆସିବ ୧୯ ବିଧେୟକ |

ନୂଆଦିଲ୍ଲୀ,୨ା୧୨: ସଂସଦର ଶୀତକାଳୀନ ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ଶୀତକାଳୀନ ଅଧିବେଶନରେ ଚର୍ଚ୍ଚା ହେବାକୁ ଥିବା ବିଭିନ୍ନ…

ଅଧିକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ପରାମର୍ଶ |

ପୁରୀ,୨ା୧୨ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଦିଗରେ…

୧୪ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ପଟ୍ଟା |

ଭୁବନେଶ୍ୱର,୨ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।…

ବର୍ଷା ନେଇ ଚିନ୍ତାରେ ଓଡ଼ିଶା ଚାଷୀ

ଭୁବନେଶ୍ୱର,୨ା୧୨ : ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି । ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏହା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ । ୫ରେ ନେଲୋର-ମଛଲିପଟ୍ଟନମ୍‌ ଉପକୂଳ ଦେଇ…

ସଫଳ ହେଉଛି ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ,୨ା୧୨: ସଫଳତା ପଥରେ ଆଗେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆଦିତ୍ୟ ଏଲ୧ ସାଟେଲାଇଟର ପେଲୋଡ ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ ବା ଆସପେକ୍ସ ନିଜର ଅପରେସନ ଆରମ୍ଭ କରିଛି । ଇସ୍ରୋର ସୂଚନା ଅନୁସାରେ ଆସପେକ୍ସରେ ଦୁଇଟି ଇନଷ୍ଟ୍ରୁମେଣ୍ଟ ରହିଛି । ତାହା…

ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଦଳ ଘୋଷିତ

ମୁମ୍ବାଇ, ୧ା୧୨: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ଥିବା ଭାରତର ସମସ୍ତ ୩ ଫର୍ମାଟ ଦଳ ଘୋଷିତ ହୋଇଛି । ବିଶ୍ରାମ ପାଇଁ ବିସିସିଆଇକୁ ଅନୁରୋଧ କରିଥିବାରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଉଭୟ ସୀମିତ ଓଭର (ଦିନିକିଆ ଓ ଟ୍ୱେଣ୍ଟି-୨୦) ଦଳରେ ସୁଯୋଗ ଦିଆଯାଇନାହିଁ । ତେବେ…