Browsing Tag

#DUMANITV

ତେହେରିକ-ଇ-ହୁରିୟାତ୍‌ ବେଆଇନ ସଂଗଠନ ଘୋଷଣା

ନୂଆଦିଲ୍ଲୀ, : ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ତେହେରିକ୍‌-ଇ-ହୁରିୟାତ' (ଟିଇଏଚ୍‌) ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩ (୧) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ…

ଦିଲ୍ଲୀ ଦୃଷ୍ଟାନ୍ତ

ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ସ୍ଥିତିକୁ ଅନୁଶୀଳନ କଲେ ଏକ ଭୟଙ୍କର ପରିସ୍ଥିତି ଆଗକୁ ଦେଖାଯାଉଛି। ବିଶ୍ୱ ତମାମ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଚିନ୍ତା ପ୍ରକଟ କରାଯାଉଛି।ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ନିକଟରେ ଏକ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ…

ଟ୍ୱିନ୍‌ସିଟିବାସୀଙ୍କୁ ନୂଆବର୍ଷ ଭେଟି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ଆଜି ଟ୍ୱିନ୍‌ସିଟିବାସୀଙ୍କୁ ନୂଆବର୍ଷ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସ୍ୱପ୍ନର ପ୍ର୍‌କଳ୍ପ ମେଟ୍ରୋ ଟ୍ରେନ୍‌ ପାଇଁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ। ଶିଳାନ୍ୟାସ ପରେ କାମ ଆରମ୍ଭ ହୋଇ ୪ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।…

ଆଜିଠୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ, : ଆଜି ବିଦାୟ ନେବାକୁ ଯାଉଛି ୨୦୨୩ ପୁରୁଣା ବର୍ଷ ହେଉଛି ୨୦୨୩। ଆସନ୍ତା କାଲି ନୂତନ ବର୍ଷର ପ୍ରଥମ ସୂର୍ଯୋଦୟ ଦର୍ଶନ କରିବେ ବିଶ୍ୱବାସୀ। ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜି ବଦାୟୀ ବର୍ଷରେ ହଜାରହଜାର…

୨୦୨୪ ରେ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ: ୨୦୨୩ରେ ବିଶ୍ୱର ବିଭିନ୍ନ ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଭାରତ ଏହାର ସ୍ଥିତି ଦୃଢ ରଖି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ପାରିଛି। ଭାରତର ଘରୋଇ ବଜାରରେ ଚାହିଦା ବୃଦ୍ଧି, ଦର ନିୟନ୍ତ୍ରଣ ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି କାରଣରୁ ଭାରତ…

ବୈଦେଶିକ ମୁଦ୍ରାଭଣ୍ଡାର ୫୮ ବିଲିୟନ ଡଲାରକୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚଛି। ଏହା ୪.୪୭୧ ବିଲିୟନ ଡ଼ଲାର ବୃଦ୍ଧି ସହିତ ୬୨୦.୪୪୧ ବିଲିୟନ ଡ଼ଲାରରେ ପହଞ୍ଚଛି। ଡିସେମ୍ବର ମାସର ପ୍ରଥମ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୧୫.୯୭ ବିଲିୟନ ଡ଼ଲାର ଥିଲା। ୨୦୨୩ କ୍ୟାଲେଣ୍ଡର…

ପ୍ରଧାନମନ୍ତ୍ରୀ ତାମିଲନାଡୁରେ 19,850 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ,…

ଭାରତୀଦାସନ ବିଶ୍ୱବିଦ୍ୟାଳୟର ତିରୁଚିରାପଲ୍ଲୀଙ୍କ 38 ତମ ସମ୍ମିଳନୀ ସମାରୋହରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରିବେ | ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ତିରୁଚିରାପଲ୍ଲୀରେ ଅନୁଷ୍ଠିତ ଜନସାଧାରଣ କାର୍ଯ୍ୟକ୍ରମରେ…

ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର,୩୦ା୧୨ : ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ଆଉ ଏକ ନୂଆ ଦାୟିତ୍ୱ। ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ସୌଭାଗ୍ୟ ନାୟକଙ୍କୁ…

ମୋ-ବସ୍‌ ସଂଖ୍ୟାରେ ଦୁଇଶହ ଅତିରିକ୍ତ ଇ-ବସ୍‌ ସାମିଲ

ଭବନେଶ୍ୱର,  : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍‌ ସହିତ ୫୫ ମିଡି ବସ୍‌ (୨୫ ନୂତନ ଏବଂ ୩୦ ପୁରୁଣା)କୁ ନେଇ ଚଳାଚଳ…

ଫୁଲ ଓ ଆଲୋକରେ ସଜେଇ ହେଲା ଅଯୋଧ୍ୟା ଧାମ

ନୂଆଦିଲ୍ଳୀ: ନୂଆବର୍ଷ ଭାରତୀୟବାସୀଙ୍କ ପାଇଁ ଏକ ନିଆରା ବର୍ଷ ହେବ। କାରଣ ଜାନୁଆରି ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଯୋଧ୍ୟାରେ…