Browsing Tag

#DUMANITV

କୁସ୍ତି ସଂଘର ପରିଚାଳନା ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଆସୋସିଏସନର ବଡ଼ ନିଷ୍ପତ୍ତି। ଭାରତୀୟ କୁସ୍ତି ସଂଘର ପରିଚାଳନା ପାଇଁ, ଅଲିମ୍ପିକ୍‌ ଆସୋସିଏସନ ଏକ ଆଡହକ୍‌ କମିଟି ଗଠନ କରିଛନ୍ତି। ଏହି କମିଟି ଭାରତୀୟ କୁସ୍ତି ସଂଘକୁ ନିଲମ୍ବିତ କରାଯିବା ପରେ ଗଠନ କରାଯାଇଛି। ସୂଚନାଥାଉକି, ଜରୁରୀ ପ୍ରକ୍ରିୟା ବିନା ପ୍ରତିଯୋଗିତା…

ଜାତୀୟ ହକି କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ

ବେଙ୍ଗାଲୁରୁ: ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଓ ଫାଇଭ୍‌ ଏ ସାଇଡ୍‌ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କରି ନ ଥିବା ବେଳେ ରାଞ୍ଚରେ ଅଲିମ୍ପିକ୍ସ…

କିଟ୍‌ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,  : କିଟ୍‌ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। କିଟ୍‌ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ କହିଲେ, ସରକାର…

ଭାରତ ନ୍ୟାୟ ଯାତ୍ରା

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନେଇଛି ବଡ଼ ନିଷ୍ପତ୍ତି। ଭାରତ ଯୋଡୋ ଯାତ୍ରା ପରେ ଏବେ କଂଗ୍ରେସ ପକ୍ଷରୁ ଆଉ ଏକ ଯାତ୍ରା ଘୋଷଣା ହୋଇଛି। ଆସନ୍ତାମାସ ତଥା ଜାନୁଆରୀ ୧୪ରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ ଏହି ଯାତ୍ରାରେ ପତାକା ଦେଖାଇ…

ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକରେ ଗଡ଼ିବ ଲକ୍ଷ୍ମୀବସ

ଭଦ୍ରକ, : ବୁଧବାର ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା "ଲକ୍ଷ୍ମୀ' ବସ୍‌…

ଟ୍ଵିନ୍‌ ସିଟିକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, : ନୂଆ ବର୍ଷ ପାଇଁ ଆକ୍ଟିଭ୍‌ ମୋଡ଼ରେ କମିଶନରେଟ୍‌ ପୋଲିସ। ନୂଅବର୍ଷ ପାଳନ ସମୟରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ୍‌ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।…

ନିଯୁକ୍ତି ପାଇବେ ୧୦ ହଜାରରୁ ଉର୍ଦ୍ଧ

ଭୁବନେଶ୍ୱର, : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଶିଳ୍ପ ଅନୁକୂଳ ନୀତି ସହ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଏବଂ ଆକର୍ଷଣୀୟ ରିଆତି ଏ କ୍ଷେତ୍ରରେ ବେଶ୍‌ ସହାୟକ ହୋଇପାରୁଛି। ରାଜ୍ୟକୁ ଦେଶ, ବିଦେଶର ବହୁ ପ୍ରତିଷ୍ଠିତ…

ଭାରତୀୟ ମୁଦ୍ରାରେ କିଣାଯାଇ ପାରିବ ଅଶୋଧିତ ତୈଳ

ନୂଆଦିଲ୍ଲୀ: ଭାରତକୁ ଗ୍ଲୋବାଲ ମାର୍କେଟରୁ ବଡ଼ ସଫଳତା ମିଳିଛି। ଦୀର୍ଘ ସମୟ ହେଲା ଜାରିଥିବା ଉଦ୍ୟମକୁ ସଫଳତା ମିଳିଛି ଓ ସଂଯୁକ୍ତ ଆରବ ଏମିରେଟ (ୟୁଏଇ) ଟଙ୍କାରେ ନେଣଦେଣ କରିବାରେ ପ୍ରଥମ ଦେଶ ପାଲଟିଛି। ଭାରତ ୟୁଏଇରୁ ଅଶୋଧିତ ତୈଳ (କ୍ରୁଡ) କିଣି ଭାରତୀୟ ମୁଦ୍ରାରେ ପୈଠ କରିଛି, ଯାହା…

ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍‌ଙ୍କ ଯାତ୍ରା ବେଶ୍‌ ପ୍ରେରଣାଦାୟୀ

ନୂଆଦିଲ୍ଲୀ: ବେଦାନ୍ତ ଲିମିଟେଡ୍‌ର ମୁଖ୍ୟ ଅନିଲ ଅଗ୍ରୱାଲ୍‌ ଏବେ ଏକ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କମ୍ପାନି ଉପରେ ୮୩୦୦ କୋଟି ଟଙ୍କାରୁ ଅଧିକ ଋଣ ଥିବା ବେଳେ ବେଦାନ୍ତ ରାଜନୈତିକ ଦଳଗୁଡ଼ିକୁ ୨୦୦ କୋଟି ଟଙ୍କାର ପାଣ୍ଠି ଦେବ। ଚଳିତ ବର୍ଷ କମ୍ପାନି୧୫୫ କୋଟି ଟଙ୍କାର ପାଣ୍ଠି…

ଅଦା ଏବଂ ଏହାର ଉପକାରିତା ବିଷୟରେ ଜାଣିଛନ୍ତି କି ? ଆସନ୍ତୁ ଜାଣିବା !

ଆପଣ ନିୟମିତ ଅଦା ଖାଉଛନ୍ତି କି ?? ଅଦା ଖାଇବା ଦ୍ୱାରା କଣ ହୁଏ | ଆସନ୍ତୁ ଜାଣିବା  | ଅଦା କୁ ଇଂରାଜୀରେ ଭାଷାରେ ଜିଞ୍ଜର କୁହାଯାଏ | ଜଣେ ବ୍ୟକ୍ତି ନିଜ ଶରୀର ସ୍ଥିତି ଅନୁସାରେ ଗୋଟେ ଚାମଚ ରୁ ଦୁଇ ଚାମଚ ଅଦା ରସ ଦୈନଦିନ ସେବନ କରିପାରିବେ | ଅଦାରେ ଭିଟାମିନ୍ ସି, ବି 6,…