Browsing Tag

#DUMANITV

Mosquitoes Device ମିନିଟ୍ ରେ ମରିବେ ସହ ସହ ମଶା

ଡୁମାଣୀ ଟିଭି ,୨୮/୩ : ଯଦି ଆପଣ ମଧ୍ୟ ଗ୍ରୀଷ୍ମ ଋତୁ (Summer Season) ଆସିବା ପରେ ମଶା (Mosquitoes) ର ପ୍ରକୋପକୁ ନେଇ ଅସୁବିଧାରେ ଅଛନ୍ତି ଓ ଆପଣ ନିଜ ପରିବାରର ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଉପକରଣ ଆଣିଛୁ ଯାହା ମଶାର କାଳ ଅଟେ । ଆମେ…

ବାରୁଣୀ ସ୍ନାନ ଉପରେ ଲାଗିଲା ୧୪୪ ଧାରା

ଡୁମାଣୀ ଟିଭି ,୨୮/୩ : ବାରୁଣୀ ସ୍ନାନ ଉପରେ ଲାଗିଲା ୧୪୪ ଧାରା। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ ପାଇଁ ସ୍ନାନ ଯୋଗ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ୧୪୪ ଧାରା ଜାରି ରଖାଯାଇଛି। ଏହି କଟକଣା ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ରହିବ। ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ…

ଗାଁ ତ୍ରିଲୋକୀ ହେଲେ ଖାଇବାରେ ୩ ଟି ମୁଖ୍ୟ ଖାଦ୍ୟ ମନା

ଡୁମାଣୀ ଟିଭି ,୨୮/୩ :କଥାରେ ଅଛି ଗରିବ କଂସାର ସାଥି ପିଆଜ। ଘରେ କିଛି ଥାଉ କିମ୍ବା ନଥାଉ ପଖାଳ ଓ ଲୁଣ, ପିଆଜ ହେଲେ ଗରିବ ଲୋକଟି ଖାଇ କାମ କରିବାକୁ ଯାଇଥାଏ। ପ୍ରତ୍ୟେକ ରୋଷେଇ ଘରେ ପିଆଜ ନିଶ୍ଚିତ ଥିବ। ପିଆଜ ବିନା କୌଣସି ତରକାରୀ କରିବା ଟିକେ ମୁସ୍କିଲ। କୌଣସି ମସଲାଯୁକ୍ତ ତରକାରୀର…

ଆଇପିଏଲ ଟକ୍କର ସଂନ୍ଧ୍ୟାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ

ଡୁମାଣୀ ଟିଭି ,୨୮/୩ : ଆଇପିଏଲ୍ ୨୦୨୨ ସିଜନରେ ଆଜି ପରସ୍ପର ସହିତ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ ଏହି ମ୍ୟାଚ୍ ଖେଳାଯିବ । ଲକ୍ଷ୍ମୌ ସୁପରଜିଆଣ୍ଟସର ଅଧିନାୟକ କେଏଲ୍ ରାହୁଲ ରହିଥିବା ବେଳେ ଗୁଜରାଟ ଟାଇଟନ୍ସର ନେତୃତ୍ୱ…

ଟ୍ୱିଟରକୁ ଟକ୍କର ଦେବାକୁ ରେଡି ହେଉଛନ୍ତି ଏଲନ୍ ମସ୍କ

ଡୁମାଣୀ ଟିଭି ,୨୮/୩ : ଟେସ୍ଲାର ମାଲିକ ଏଲନ୍ ମସ୍କ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ମସ୍କ ଏବେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ସେ ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।…

ହାଇକୋର୍ଟର କଡା ନିର୍ଦ୍ଦେଶ କଟକ ସହରର ନର୍ଦ୍ଦମା ପାଣି କାଠଯୋଡି ଭିତରକୁ ଯିବନି

ଡୁମାଣୀ ଟିଭି ,୨୮/୩ : କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏଣିକି ଆଉ କାଠଯୋଡି ନଦୀ ଭିତରକୁ ଯିବନି କଟକ ସହରର ନର୍ଦ୍ଦମା ପାଣି । ଏଭଳି ଜନ ବିରୋଧୀ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ…

ବନ୍ଦ ହେବ କରୋନା କଲର ଟ୍ୟୁନ୍‌

ଡୁମାଣୀ ଟିଭି ,୨୮/୩ : କଲ୍ କରିବା ପୂର୍ବରୁ ବାଜୁଥିବା କୋଭିଡ ସଚେତନତା ବାର୍ତ୍ତା ସଂପର୍କିତ କଲର ଟ୍ୟୁନ୍ ଖୁବଶୀଘ୍ର ବନ୍ଦ ହେବ। ଏହି କଲର ଟ୍ୟୁନ୍ ଜରୁରୀକାଳୀନ କଲ୍କୁ ଅଯଥାରେ ବିଳମ୍ବ କରୁଛି। ଏହାକୁ ନେଇ ବିଭିନ୍ନ ମହଲ ବିରକ୍ତି ପ୍ରକାଶ କରିଛନ୍ତି। ସେମାନଙ୍କ ଠାରୁ ଆପତ୍ତି ଅଭିଯୋଗ…

କାଳିଆ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଗାମୀ ୩ବର୍ଷ ଯାଏଁ ଚାଲିବ ଏହି ଯୋଜନା

ଡୁମାଣୀ ଟିଭି ,୨୮/୩ : କାଳିଆ ଯୋଜନାରେ ଲାଭ ପାଉଥିବା ହିତାଧିକାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର । ଆଗାମୀ ତିନି ବର୍ଷ ପର‌୍ୟ୍ୟନ୍ତ ପୁଣି ଚାଲୁ ରହିବ କାଳିଆ ଯୋଜନା। ଏଥିପାଇଁ ୫ ହଜାର ୯୩୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ୨୦୧୯ରେ ଆରମ୍ଭ ହୋଇଥିବା କାଳିଆ…

ଜଳୁଛି ଶିମିଳିପାଳ , ଗୁରୁଗୁଡିଆ ଓ ତାଳବନ୍ଧ ରେଞ୍ଜର ସ୍ଥାନରେ ନିଆଁ

ଡୁମାଣୀ ଟିଭି ,୨୮/୩ : ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ଶିମିଳିପାଳ ଏବେ ବିପଦରେ । କାରଣ ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଆଜି ଉତ୍ତର ଶିମିଳିପାଳର ୪ଟି ପଏଣ୍ଟ ରେ ଲାଗିଛି ନିଆଁ । ଶିମିଳିପାଳରେ ନିଆଁକୁ ଆୟତ୍ତ କରିବା ବନବିଭାଗ ପାଇଁ ବଡ଼ ଚାଲେଞ୍ଜ…

ବିଧାନସଭାରେ ଉଠିଲା ମାନସ ହତ୍ୟା ମାମଲା ଗିରଫ ହେଲା ଶର୍ମିଷ୍ଠା ରାଉତ ଅଧିକ ତଦନ୍ତ ପାଇଁ ଦାବି

ଡୁମାଣୀ ଟିଭି ,୨୮/୩ : ବିଧାନସଭାର ଶୁନ୍ୟକାଳରେ ଉଠିଲା ମାନସ ହତ୍ୟା ମାମଲା । ବର୍ତ୍ତମାନ ହତ୍ୟା କାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ଗିରଫ କରାଯାଇଛି । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ସେ…