Browsing Tag

#DUMANITV

ଶେଷରେ ବନ୍ଧା ହେଲା ଶର୍ମିଷ୍ଠା ରାଉତ୍‌, ନଳାଙ୍ଗରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ୍‌

ଡୁମାଣୀ ଟିଭି ,୨୮/୩ : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶେଷରେ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ । ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ…

କୋଭିଡରେ ଚାଇନାର ସ୍ଥିତି ହାହାକାର ପୁଣି ଫେରିଛି ତାଲାବନ୍ଦ

ଡୁମାଣୀ ଟିଭି ,୨୮/୩ : ବିଶ୍ୱ ଏବେବି ମହାମାରୀ କରୋନା ସଂକ୍ରମଣରେ ଫସିରହିଛି । କରୋନା ସଂକ୍ରମଣର ବିପଦ ଏପର‌୍ୟ୍ୟନ୍ତ ଶେଷ ହୋଇନାହିଁ । କୋଭିଡ ପୁଣି ଥରେ ଚାଇନାରେ ହାହାକାର ସ୍ଥିତି ସୃଷ୍ଟି କରିବା ଆରମ୍ଭ କରିଛି । ଫଳରେ ଚାଇନାର ସବୁଠୁ ବଡ ସହର ସାଂଘାଇରେ ପୁଣିଥରେ ଫେରିଛି ତାଲାବନ୍ଦ ।…

ବଢିବାରେ ଲାଗିଛି ଇମ୍ରାନଙ୍କ ଅଡୁଆ ଅନାସ୍ଥା ପ୍ରସାବ ସହ ବିଦ୍ରେହୀଙ୍କ ସମ୍ମୁଖୀନ ହେବାକୁ ପଡିବ

ଡୁମାଣୀ ଟିଭି ,୨୮/୩ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସୋମବାର ଆସିବ ଅନାସ୍ଥା ପ୍ରସ୍ତାବ। ଅନସ୍ଥା ପ୍ରସ୍ତାବ ଉପରେ ଏପ୍ରିଲ ୩ କିମ୍ବା ୪ ତାରିଖରେ ଭୋଟିଂ ସମ୍ଭାବନା ରହିଛି। ବଡ଼ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ନେଇ ଜୋରଦାର…

ଋଷ-ୟୁକ୍ରେନ ଯୁଦ୍ଧରେ ଧଂସ ହୋଇଗଲାଣି ମାରିୟୁପୁଲ ସହର

ଡୁମାଣୀ ଟିଭି ,୨୮/୩ : ଧ୍ୱସ୍ତ ବିଧ୍ୱସ୍ତ ବନ୍ଦର ସହର ମାରିୟୁପୁଲ । ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ। ଋଷର ଘନ ଘନ ଆକ୍ରମଣ ମାରିୟୁପୁଲ୍ରେ ସ୍ଥିତି ଗମ୍ଭୀର ହୋଇପଡିଛି। ଲୋକମାନେ ବିଜୁଳି, ପାଣି, ବିଦ୍ୟୁତ ସଂଯୋଗରୁ ବଞ୍ଚିତ । ରାତି ଆକାଶରେ କେବଳ ବୋମା ବିସ୍ଫୋରଣର ଆଲୁଅ । ଦିନେ…

୨ ଦିନିଆ ଭାରତ ବନ୍ଦ ଡାକରା ପ୍ରଭାବରେ ଓଡିଶାର ବହୁ ଉଦ୍ୟୋଗ ବନ୍ଦ

ଡୁମାଣୀ ଟିଭି ,୨୮/୩ : ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରେଡ ୟୁନିୟନ । ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ , କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି ।ମାର୍ଚ୍ଚ…

ଆଜିଠୁ ପୁଣି ଆରମ୍ଭ ହେଲା ଅନ୍ତର୍ଜାତୀୟ ବିମାନ ଚଳାଚଳ

ଡୁମାଣୀ ଟିଭି ,୨୭/୩ : ଦୀର୍ଘ ୨ ବର୍ଷ ଧରି ବନ୍ଦ ରହିବା ପରେ ଆଜି ରବିବାର ଠାରୁ ପୁଣିଥରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ଫଳରେ ବିଦେଶ ଯାତ୍ରା କରିବା ଲୋକଙ୍କ ପାଇଁ ଆହୁରି ସହଜ ହୋଇଯିବ। ଫଳରେ ବିକାଶର ରାସ୍ତା ଖୋଲିବ। କରୋନା ସଂକ୍ରମଣ…

ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ଡୁମାଣୀ ଟିଭି ,୨୭/୩ : ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନଙ୍କୁ ହଟାଇବା ଲାଗି ବିରୋଧୀ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନିଜ ଦଳ ପିଟିଆଇର ବହୁ ସାଂସଦ ସମର୍ଥନ କରିଛନ୍ତି । ଆଜି ଇସଲାମବାଦରେ ପିଟିଆଇର ଏକ ବିଶାଳ ରାଲି ରହିଛି । ଏହି…

ହିରୋ ଢଙ୍ଗରେ ମିସାଇଲ ଟେଷ୍ଟ କଲେ କିମ୍ ଜୋଙ୍ଗ-ଉନ୍‌

ଡୁମାଣୀ ଟିଭି ,୨୭/୩ : ଉତ୍ତର କୋରିଆ ଗୁରୁବାର ଏକ ନୂଆ ଅର୍ନ୍ତମହାଦ୍ବୀପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି ପରୀକ୍ଷଣର ପ୍ରଚାର ପାଇଁ ଦେଶର ଏକଚ୍ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍-ଉନ ଯେଉଁ ଭିଡିଓ ଜାରି କରିଛନ୍ତି, ତାହାକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ଜୋର୍ ଧରିଛି। ଏକ…

ନିଆରା ଏକ ପ୍ରେମ କାହାଣୀ

ଡୁମାଣୀ ଟିଭି ,୨୭/୩ : କୁହାଯାଏ କି ପ୍ରେମର କୌଣସି ସୀମା ନଥାଏ । ପ୍ରେମ କେତେବେଳେ କାହା ସହିତ ହୋଇଯାଏ ତାହା ଜାଣିହୁଏନାହି । ପ୍ରେମ ଆଗରେ ବୟସ, ଜାତି, ଧର୍ମ, ବର୍ଣ୍ଣର କିଛି ମାନେ ନଥାଏ । ଠିକ ଏମିତି ହି ଏକ ପ୍ରେମ କାହାଣୀ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ।…

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ପରଲୋକ

ଡୁମାଣୀ ଟିଭି ,୨୭/୩ : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ପରଲୋକ । ହୃଦଘାତରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ହୃଦଘାତରେ ସେଠ୍ ପରଲୋକ ହୋଇଛି । ଏକ ଘରୋଇ ହସିଂହୋମରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।…