Browsing Tag

#DUMANITV

୨୨ବର୍ଷ ହେଲା ପୁରା ପରିବାର ବୁଲିଲେଣି ୧୦୨ ଦେଶ

ଡୁମାଣୀ ଟିଭି ,୨୬/୩ : ଟ୍ରାଭେଲ୍ କରିବା ପ୍ରାୟ ସମସ୍ତଙ୍କର ପସନ୍ଦ। କାହିଁକିନା ବୁଲାବୁଲି କଲେ ଚାପରୁ ମିଳେ ମୁକ୍ତି। ଆଉ ମନ ସତେଜ ରୁହେ। ବ୍ୟସ୍ତବହୁଳ ଜୀବନ ଭିତରେ ଟିକେ ସମୟ ବାହାର କରି ପ୍ରାୟ ସମସ୍ତେ ବୁଲାବୁଲି କରନ୍ତି। କିଏ ମାଇଣ୍ଡ ଫ୍ରେସ୍ ପାଇଁ ବୁଲନ୍ତି ତ କାହାର ଟ୍ରାଭେଲ୍…

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଅଫଡେଟ୍ ଭର୍ସନ ମିଳିବ ମାଗଣା ରାସନ

ଡୁମାଣୀ ଟିଭି ,୨୬/୩ : ଉତ୍ତରପ୍ରଦେଶରେ ଯୋଗୀ ସରକାର ପୁଣି ଥରେ କ୍ଷମତାକୁ ଆସିବାପରେ ମାଗଣା ରାସନ ଯୋଜନାର ଲାଭାର୍ଥୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାକୁ ଏବେ ୩ ମାସ ପାଇଁ ବଢ଼ାଇ ଦିଆଯାଇଛି। ସାମ୍ୱାଦିକ ସମ୍ମିଳନୀରେ ସୂଚନାଦେଇ ସେ କହିଛନ୍ତି ଏହି ଯୋଜନା କରୋନା ସମୟରେ…

ରାଜ୍ୟର ୩ ବଡ ମହାନଗର ନିଗମରେ ମେୟର ସିଟ୍ ପାଇଁ ଚାଲିଛି ଫାଇଟ

ଡୁମାଣୀ ଟିଭି ,୨୬/୩ : ପୌର ଫଳାଫଳ । ଚାଲିଛି ଭୋଟ ଗଣତି । ରାଜ୍ୟର ତିନି ମହାନଗର ନିଗମ ଆସନରେ ଆଗରେ ଚାଲିଛି ବିଜେଡି । କଟକ ଓ ବ୍ରହ୍ମପୁର ମହାନଗର ଆସନରେ ଗଣତି ସଠିକ୍ ସମୟରେ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ଟିକିଏ ବିଳମ୍ବରେ ହୋଇଥିଲା ଗଣତି । ତେବେ ଆସନ୍ତୁ ଜାଣିବା କେଉଁ ମହାନଗର…

ପୁନର୍ବାର ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

ଡୁମାଣୀ ଟିଭି ,୨୬/୩ : ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାସହ ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ମାର୍ଚ୍ଚ ୨୭ ଅର୍ଥାତ ରବିବାରଠୁ ଏହି ସେବା ପୁନର୍ବାର ଆରମ୍ଭ ହେବ । ତେବେ ଯାତ୍ରା ସମୟରେ କୋଭିଡ୍ ନିୟମ ପାଳନ କରିବାକୁ ହେବ ।…

ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ ? ଆମ୍ବୁଲାନ୍ସ ବିଳମ୍ବ ହେବାରୁ ଝିଅର ଶବକୁ ବୋହିଲା ବାପା

ଡୁମାଣୀ ଟିଭି ,୨୬/୩ : ଛତିଶଗଡର ସରଗୁଜା ଜିଲ୍ଲାର ଏକ ଦୁଃଖଦ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବାପା ନିଜ ଝିଅର ଶବକୁ କାନ୍ଧରେ ବୋହି ନେଉଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ ଏହି ଭିଡିଓର ତଦନ୍ତ ପାଇଁ…

ସଙ୍କଟରେ ଚୀନ କାମ ଦେଉନି କୋଭିଡ ଟୀକା

ଡୁମାଣୀ ଟିଭି ,୨୬/୩ : କରୋନା ଭୁତାଣୁ ସଂକ୍ରମଣ ବର୍ତ୍ତମାନ ଅଧିକାଂଶ ଦେଶରେ ନିୟନ୍ତ୍ରଣାଧୀନ ରହିଛି। ଚୀନରେ କିନ୍ତୁ ଏହି ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସେଠାରେ ପ୍ରଶାସନକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତ୍ୟକ ଦିନ…

ରାଜ୍ୟରେ କମୁଛି ସଂକ୍ରମଣ

ଡୁମାଣୀ ଟିଭି ,୨୬/୩ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୪୨୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ…

ଆଜି ପୌର ଗଣତି ଆଗରେ ବିଜେଡି

ଡୁମାଣୀ ଟିଭି ,୨୬/୩ : ଆଜି ଚାଲିଛି ପୌର ଭୋଟ ଗଣତି । ସକାଳ ଆରମ୍ଭ ହୋଇଥିବା ଗଣତିରେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍ଏସି, ପୌରାଅଞ୍ଚଳରେ ଆଗରେ ରହିଛି ବିଜେଡି । ତେବେ ଏବେ ସୁଦ୍ଧା ୧୦୮ ପୌରଧ୍ୟକ୍ଷ ଆସନ ମଧ୍ୟରୁ ୭୩ଟିରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧୭ଟିରେ ଏବଂ…

ବଢିବାରେ ଲାଗିଛି ପେଟ୍ରୋଲ –ଡିଜେଲ ହାର

ଡୁମାଣୀ ଟିଭି ,୨୫/୩ : ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସାଧାରଣ ଲୋକଙ୍କ ପକେଟରେ ଏକ ଛିଦ୍ର ଜାଳିବାରେ ଲାଗିଲା ଏବଂ ଗୋଟିଏ ଦିନର କିଛି ସମୟ ବିରତି ପରେ ଶୁକ୍ରବାର ଦିନ ଇନ୍ଧନର ହାର ବୃଦ୍ଧି ପାଇଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୮୬ ଏବଂ ୮୫…

ପାକିସ୍ତାନରେ ଗଙ୍ଗୁବାଇ କାଠିଆୱାଡିର କ୍ରେଜ୍‌ ଆଲିଆଙ୍କ ପାଇଁ ମୁନୀବ ବଟ୍ଟ କଲେ ପୁରା ହଲ୍ ବୁକ୍‌

ଡୁମାଣୀ ଟିଭି ,୨୫/୩ : ଦିନକୁ ଦିନ ବଢ଼ି ଚାଲିଛି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଲୋକପ୍ରିୟତା। ତାଙ୍କ ଫ୍ୟାନ୍ଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଆଲିଆଙ୍କ ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ ଫଲୋର୍ସ। ଏବେ ଏହି ଫ୍ୟାନ୍ ତାଲିକାରେ ଜଣେ ପାକିସ୍ତାନର ଅଭିନେତା…