ଭିଡିଓ ମାଧ୍ୟମରେ ଜବାବ ଦେଲେ ଦୀପିକ
ମୁମ୍ବାଇ, ୨୯ା୧୦: ଦୀପିକାପାଦୁକୋନ-ରଣବୀର ସିଂହ ଏବେକିଛିଦିନ ହେବ ସୋସିଆଲମିଡିଆରେ ହେଡ଼ଲାଇନରେ ଅଛନ୍ତି ।"କଫି ୱିଥ୍ କରନ -୮'ରେ ସାମିଲ
ହୋଇ ଏହି କପଲ ପରସ୍ପରବିଷୟରେ ବହୁତ କିଛି କହିଥିଲେ ।ତେବେ ଏହି ଶୋ'ରେ ଦୀପିକାକହିଥିବା କିଛି କଥା ପାଇଁ ତାଙ୍କୁଟ୍ରୋଲ ହେବାକୁ ପଡ଼ିଥିଲା ।…