Browsing Tag

#IAS subham gupta

ଦିନେ ଜୋତା ପିନ୍ଧାଉଥିଲେ ଆଜି IAS ଅଫିସର ଶୁଭମ ଗୁପ୍ତା

ଡୁମାଣୀ ଟିଭି,୨/୪ : ମୋ ବାପା ଜଣେ ବ୍ୟବସାୟୀ ଥିଲେ। ଏଥିପାଇଂ ତାଙ୍କୁ ଅନେକ ସମୟ କଲେକ୍ଟରଙ୍କ ପାଖରେ କାମ ପଡୁଥିଲା। ଜଣେ କଲେକ୍ଟର ତାଙ୍କୁ ବାରମ୍ବାର ଅଫିସରେ ଦେଖା କରିବାକୁ ଡାକୁଥିଲେ। ବାପା ଦିନ ତମାମ ତାଙ୍କ ଅଫିସ୍ ବାହାରେ ଅପେକ୍ଷା କରୁଥିଲେ। କିନ୍ତୁ ଅଫିସର ଜଣଙ୍କ ତାଙ୍କୁ ଶେଷରେ…