Browsing Tag

#icc

ମାର୍ଲୋନ ସାମ୍ୟୁଏଲ୍ସଙ୍କୁ ୬ ବର୍ଷ ବାସନ୍ଦ କଲା ଆଇସିସ

ନୂଆଦିଲ୍ଲୀ, ୨୩ା୧୧: ୱେଷ୍ଟଇଣ୍ଡିଜ ଟିମର ପୂର୍ବତନ ବ୍ୟାଟର ମାର୍ଲୋନ ସାମ୍ୟୁଏଲ୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି । ସେ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିରୋଧ କୋଡର ଉଲ୍ଲଙ୍ଘନ କରିଥିଲେ । ଏହା ପ୍ରମାଣ ହେବା ପରେ ଆଇସିସି ତାଙ୍କ ଉପରେ ୬ ବର୍ଷର…

ବିଶ୍ୱକପ୍‌ ଟ୍ରଫି ଉପରେ ମିଚେଲ୍‌ ଗୋଡ଼ ରଖିବାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୦ା୧୧: ବିଶ୍ୱକପ୍‌ ଟ୍ରଫି ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍‌ ଖେଳାଳି ମିଚେଲ୍‌ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସେ ଟ୍ରୋଲ୍‌ ବା ସମାଲୋଚନାର ସରବ୍ୟ ହୋଇଛନ୍ତି । ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମର ଅଧିନାୟକ…

ମ୍ୟାଚ୍‌ ପୂର୍ବରୁ ବାୟୁସେନାର ଚିତ୍ତାକର୍ଷକ ଏୟାର ଶୋ

ଅହମଦାବାଦ, ୧୯ା୧୧: ଆରମ୍ଭ ହୋଇଛି ବିଶ୍ୱକପ୍‌ କ୍ରିକେଟର ମହାମୁକାବିଲା । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯାଉଛି । ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି ।…

ମ୍ୟାଚ୍‌ ବେଳେ ପଡ଼ିଆକୁ ପଶିଲେ ପାଲେଷ୍ଟାଇନ ସମର୍ଥକ

ଅହମଦାବାଦ, ୧୯ା୧୧: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ସୁରକ୍ଷାକୁ ନେଇ ବଡ଼ ବିଫଳତା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଜଣେ ବ୍ୟାକ୍ତି ପଡିଆ ଭିତରକୁ ପଶିଯାଇଥିଲେ । କେବଳ ପଡିଆ…

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଚାମ୍ପିଅନ

ଅହମଦାବାଦ,୧୯ା୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ·ଲିଥିବା ଆଇସିସି ବିଶ୍ୱକପ ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରି ବିଶ୍ୱକପ୍‌ ·ମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ୱକପ ହାତେଇଛି…

ଦୁଇଦିନିଆ ଗସ୍ତରେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ

ନୂଅଦିଲ୍ଲୀ: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ । ଉପ ପ୍ରଧାମନ୍ତ୍ରୀ-ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ୱଙ୍ଗ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଏହି ସମୟରେ ଭାରତର ପ୍ରତିରକ୍ଷା…

ବିଶ୍ୱକପ୍‌ ଫାଇନାଲ୍‌ ମହାସଂଗ୍ରାମ : ଅଷ୍ଟ୍ରେଲିଆଠୁ ନେବ ପୁରୁଣା ବଦ୍‌ଲା

ଅହମ୍ମଦାବାଦ,୧୮ା୧୧ : ସୁପର ସଣ୍ଡେରେ ସୁପର ଫାଇଟ । ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଦୁଇ ଶ୍ରେଷ୍ଠ ଦଳ । ଅପରାହ୍ନ ୨ଟାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢେଇ । ତେବେ ଫାଇନାଲ ପୂର୍ବରୁ ସାମ୍ନାକୁ ଆସିଛି ରବିବାର ହେବାକୁ ଥିବା କାର୍ଯ୍ୟକ୍ରମର ତାଲିକା…

ଗୁଗୁଲ୍‌-ଫୋନ୍‌ ପେ ଓ ପେ-ଟିଏମ୍‌କୁ ଏନ୍‌ପିସିଆଇର ନିର୍ଦ୍ଦେଶ: ବନ୍ଦ ହେବ ନିଷ୍କ୍ରିୟ ଆଇଡ

ନୂଆଦିଲ୍ଲୀ: ଡିଜିଟାଲ୍‌ କାରବାର ପାଇଁ ୟୁପିଆଇ ଆଇଡି ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ବ୍ୟାଙ୍କ ଗୁଡିକ ଖୁବ୍‌ ଶୀଘ୍ର ୟୁପିଆଇ ଆଇଡି ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ଅନୁଯାୟୀ, ବର୍ଷକରୁ ଅଧିକ ସମୟ ଧରି ବ୍ୟବହାର କରାଯାଇ ନ ଥବା…

୩ର ବଦ୍‌ଲା ୨୩ରେ!

ଭୁବନେଶ୍ୱର,୧୮ା୧୧ : କିଏ ଜିତିବ ବିଶ୍ୱକପ । କାଲି ସୁପର ସଣ୍ଡେରେ ଟାଇଟଲ ପାଇଁ ଲଢେ଼ଇ କରିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ୨୦୦୩ ବିଶ୍ୱକପ୍‌ର ପରାଜୟର ବଦଲା ନେଇପାରେ ଟିମ୍‌ ଇଣ୍ଡିଆ । ୨୦ ବର୍ଷ ପରେ ପୁଣି ଭାରତ- ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ୨୦୨୩ରେ ହେବ ୨୦୦୩ ୱାଲ୍ଡ କପ୍‌…

ସେହୱାଗଙ୍କୁ ମିଳିବ “ଆଇସିସି ହଲ୍‌ ଅଫ୍‌ ଫେମ୍‌’ ସମ୍ମାନ

ନୂଆଦିଲ୍ଲୀ, ୧୩ା୧୧: ପୂର୍ବତନ ଇଣ୍ଡିଆ ଟିମ୍‌ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କୁ ବଡ଼ ସମ୍ମାନ । ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ହଲ୍‌ ଅଫ୍‌ ଫେମରେ ସ୍ଥାନ ପାଇଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ…