ବେଆଇନ୍ ଭାବେ ଚାଲାଣ ୧୧ ଜଣ ଶ୍ରମିକ ଉଦ୍ଧାର
ବଲାଙ୍ଗିର, ବେଆଇନ୍ ଭାବେ ଚାଲାଣ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡ଼ିିଓ ତୋଫାନ ବାଗ। ବେଲପଡ଼ା ପଟୁ ଏକ ବସ୍ ଯୋଗେ ଜଣେ ଦାଦନ ସର୍ଦ୍ଦାର ବେଆଇନ ଭାବେ…