ଭାରତୀୟ ଖେଳାଳିଙ୍କୁ ସୋଏବ ଅଖତରଙ୍କ ପ୍ରଶଂସା
ନୂଆଦିଲ୍ଲୀ, ୧ା୧୧: ଚଳିତ ବିଶ୍ୱକପରେ ଭାରତଅପରାଜେୟ ରହିବା ସହ ଯେଉଁ ଭଳି ବ୍ୟାଟିଂ ଓ ବୋଲିଂରପ୍ରଦର୍ଶନ ଦେଇଛି, ସେଥିରେ ପୂର୍ବତନ ପାକିସ୍ତାନୀ ଦ୍ରୁତ
ବୋଲର ସୋଏବ ଅଖତର ପ୍ରଭାବିତ ହୋଇଛନ୍ତି । ଇଂଲଣ୍ଡବିପକ୍ଷ ଗତ ମ୍ୟାଚରେ ଭାରତ ପ୍ରଥମ ଥର ଚଳିତବିଶ୍ୱକପରେ ପ୍ରଥମେ ବ୍ୟାଟିଂ କରିଥିଲା ଓ…