Browsing Tag

#INDIA

ଅଷ୍ଟମ ଥର ସେମିଫାଇନାଲ ଖେଳିବ ଭାରତ

ନୂଆଦିଲ୍ଲୀ, ୧୧ା୧୧ : ଚଳିତ ଆଇସିସି ବିଶ୍ୱକପର ତ୍ରୟୋଦଶତମ ସଂସ୍କରଣରେ ଆୟୋଜକ ଭାରତ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି । ଭାରତ ୧୫ରେ ପ୍ରଥମ ସେମିଫାଇନାଲ ପ୍ରାୟତଃ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଭାରତ ୮ମ ଥର ପାଇଁ ସେମିଫାଇନାଲ ଖେଳିବ । ଭାରତ ପୂର୍ବରୁ ୭ଥର…

ଭାରତ-ଆମେରିକା ମିଳିତ ଭାବେ ଚୀନ୍‌କୁ ଦେବେ ଟକ୍କର

ଆମେରିକା: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେ (ଭାରତ-ଆମେରିକା) ଭାରତ ସହ ଅନ୍ତରୀକ୍ଷରୁ ନେଇ ସମୁଦ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରୁଛୁ । ଟୁ ପ୍ଲସ ଟୁ ମିଟିଂ :- ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ…

ଡଲାର ତୁଳନାରେ ନିମ୍ନସ୍ତରରେ ଭାରତୀୟ ମୁଦ୍ରା

ନୂଆଦିଲ୍ଲୀ: । କରେନ୍ସି ଡିଲରଙ୍କ ଅନୁସାରେ, ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର କିଛି କରି ନଥିଲା । ଅପରାହ୍ନ୧.୫୫ରେ ଭାରତୀୟ ମୁଦ୍ରା ୮୩.୪୦ ଟଙ୍କା ପ୍ରତି ଡଲାରରେ କାରବାର କରୁଥିଲା । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ସବୁଠୁ…

ଫିଲ୍ମ ଷ୍ଟାଇଲରେ ଟଙ୍କା ଭର୍ତ୍ତି ଭ୍ୟାନ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

ତିଗିରିଆ/ଭୁବନେଶ୍ୱର, : ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏଟିଏମକୁ ଯାଉଥିବା ଭ୍ୟାନରୁ ଦିନ ଦ୍ୱିପ୍ରହରରେ ବନ୍ଧୁକମୁନରେ କୋଟିଏରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଏଭଳି କାଣ୍ଡ…

ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଚିନି ଦର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଚିନିର ଦାମ୍‌ ୨୮ ପ୍ରତିଶତ ପ୍ରତି ପାଉଣ୍ଡ ବୃଦ୍ଧି ପାଇଁ ୧୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଭାରତ ଚିନି ରପ୍ତାନୀରେ ପ୍ରତିବନ୍ଧକ ଲଗାଇବା ପରେ ଏବଂ ବ୍ରାଜିଲରେ ଯୋଗାଣ ପାଇଁ ସମସ୍ୟା କାରଣରୁ ବିଶ୍ୱ ବଜାରକୁ କମ୍‌ ଚିନି ଯୋଗାଣ ହେଉଥିବା…

ପ୍ରତ୍ୟକ୍ଷ ଟିକସ୍‌ ସଂଗ୍ରହ ୧୨.୩୭ ଲକ୍ଷ କୋଟି

ନୂଆଦିଲ୍ଲୀ: ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଚଳିତ ବର୍ଷ ଏବେ ସୁଦ୍ଧା ୧୭.୫ ପ୍ରତିଶତ ବଢି ୧୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ରିଫଣ୍ଡ ବାଦ୍‌ ଦିଆଯିବା ପରେ ନେଟ୍‌ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୨୧.୮ ପ୍ରତିଶତ ବଢି ୧୦.୬୦ ଲକ୍ଷ କୋଟି ଟଙ୍କା ହୋଇଛି । ଏହା ବଜେଟରେ ଧାର୍ଯ୍ୟ…

ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ନେତାଙ୍କ ମାମଲା ଶୀଘ୍ର ତୁଟାଅ

ନୂଆଦିଲ୍ଲୀ,୯ା୧୧: ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।…

ସାଟେଲାଇଟ ଜରିଆରେ ପ୍ରତି ଗାଁରେ ପହଞ୍ଚିବ ହାଇସ୍ପିଡ୍‌ ଇଣ୍ଟରନେଟ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍‌ ପ୍ରୋଜେକ୍ଟ ଭାରତ ନେଟକୁ ଏବେ ସାଟେଲାଇଟ୍‌ ସହଯୋଗ ମିଳିବାକୁ ଯାଉଛି । ୧.୪ ଲକ୍ଷ କୋଟି ଟଙ୍କାର ବିଶାଳ ପ୍ରକଳ୍ପକୁ ନୂଆ ରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି କେନ୍ଦ୍ର ସରକାର । ଏହା ଅନୁଯାୟୀ, ଉପାନ୍ତ ଅଞ୍ଚଳ ଏବଂ ପାହାଡ଼ିଆ…

ଜାତୀୟ କ୍ରୀଡ଼ା: ସ୍ୱସ୍ତିଙ୍କ ସ୍ୱର୍ଣ୍ଣ ସହ ଓଡ଼ିଶାର ଅର୍ଦ୍ଧଶତକ

ପାଣାଜୀ, ୯ା୧୧: ଗୋଆରେ •ଲିଥିବା ଜାତୀୟ କ୍ରୀଡ଼ାର ଦ୍ୱିତୀୟ ଶେଷ ଦିବସରେ ଓଡ଼ିଶାକୁ ମୋଟ ୮ ପଦକ ମିଳିଛି । ସାଇକ୍ଲିଂରୁ ଅନ୍ତର୍ଜାତୀୟ-ଅଭିଜ୍ଞ ସ୍ୱସ୍ତି ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଖୋ ଖୋ ଦଳ ରୌପ୍ୟ ପଦକ ପାଇଛନ୍ତି । ସେହିଭଳି ସ୍କ୍ୱାଏ…

ଦିନିକିଆ ର‍୍ୟାଙ୍କିଙ୍ଗ୍‌: ଗିଲ୍‌ ଓ ସିରାଜ୍‌ ନମ୍ବର ୱାନ

ଦୁବାଇ, ୮ା୧୧: ଦିନିକିଆ ର‍୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ରାଜୁତି ଶେଷ ହୋଇଛି । ଆଜମଙ୍କୁ ହଟାଇ ଭାରତର ଉଦୀୟମାନ ବ୍ୟାଟର ଶୁଭମାନ ଗିଲ୍‌ ପ୍ରଥମଥର ପାଇଁ ଆଇସିସି ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି । ସେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍‌ ଭାବେ ଏକ ନମ୍ବର ମାନ୍ୟତା ହାସଲ…