ସାଂଘାଇ ସ୍ଥିତି ସାଂଘାତିକ ସଂକ୍ରମଣ ବଢିବାରୁ ସମଗ୍ର ସହର ସିଲ୍
ସାଂଘାଇ ସ୍ଥିତି ସାଂଘାତିକ। ସଂକ୍ରମଣ ବଢିବାରୁ ସମଗ୍ର ସହରକୁ ସିଲ୍ କରାଯାଇଛି। କଡା ଲକ୍ଡାଉନ୍ ଯୋଗୁଁ ଲୋକଙ୍କ ପାଖରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଏଭଳି ସ୍ଥିତିରେ ଖାଦ୍ୟ ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ସାଂଘାଇରେ ୨୬ ନିୟୁତ ଲୋକ ଏବେ ସଂପୂର୍ଣ୍ଣ ଲକ୍ଡାଉନ୍ରେ…