Browsing Tag

#INDIA

ଭାରତୀୟ ମୁଦ୍ରାରେ କିଣାଯାଇ ପାରିବ ଅଶୋଧିତ ତୈଳ

ନୂଆଦିଲ୍ଲୀ: ଭାରତକୁ ଗ୍ଲୋବାଲ ମାର୍କେଟରୁ ବଡ଼ ସଫଳତା ମିଳିଛି। ଦୀର୍ଘ ସମୟ ହେଲା ଜାରିଥିବା ଉଦ୍ୟମକୁ ସଫଳତା ମିଳିଛି ଓ ସଂଯୁକ୍ତ ଆରବ ଏମିରେଟ (ୟୁଏଇ) ଟଙ୍କାରେ ନେଣଦେଣ କରିବାରେ ପ୍ରଥମ ଦେଶ ପାଲଟିଛି। ଭାରତ ୟୁଏଇରୁ ଅଶୋଧିତ ତୈଳ (କ୍ରୁଡ) କିଣି ଭାରତୀୟ ମୁଦ୍ରାରେ ପୈଠ କରିଛି, ଯାହା…

ଅଦା ଏବଂ ଏହାର ଉପକାରିତା ବିଷୟରେ ଜାଣିଛନ୍ତି କି ? ଆସନ୍ତୁ ଜାଣିବା !

ଆପଣ ନିୟମିତ ଅଦା ଖାଉଛନ୍ତି କି ?? ଅଦା ଖାଇବା ଦ୍ୱାରା କଣ ହୁଏ | ଆସନ୍ତୁ ଜାଣିବା  | ଅଦା କୁ ଇଂରାଜୀରେ ଭାଷାରେ ଜିଞ୍ଜର କୁହାଯାଏ | ଜଣେ ବ୍ୟକ୍ତି ନିଜ ଶରୀର ସ୍ଥିତି ଅନୁସାରେ ଗୋଟେ ଚାମଚ ରୁ ଦୁଇ ଚାମଚ ଅଦା ରସ ଦୈନଦିନ ସେବନ କରିପାରିବେ | ଅଦାରେ ଭିଟାମିନ୍ ସି, ବି 6,…

ପାଣ୍ଡ୍ୟାଙ୍କ ପାଇଁ ୧୦୦ କୋଟି ନେଇଛି ଗୁଜୁରାଟ ଟାଇଟନ୍ସ!

ମୁମ୍ବାଇ, ୨୬ା୧୨: ନିକଟରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କ ସ୍ଥାନରେ ଆଗାମୀ ଆଇପିଏଲ୍‌ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇପିଏଲ୍‌ ନିଲାମ ୨୦୨୪ ପୂର୍ବରୁ ପ୍ରଥମେ ଗୁଜରାଟ ଟାଇଟାନ୍ସ (ଜିଟି) ଦ୍ୱାରା…

୨୦୨୫ ଚାମ୍ପିଆନ୍ସ ଟ୍ରଫି ଲାଗି ପଠାଇବନି ଖେଳାଳି!

ମୁମ୍ବାଇ, ୨୬ା୧୨: ଏସିଆ କପ୍‌ ପରେ ପୁଣି ଥରେ ପାକିସ୍ତାନକୁ ଲାଗିବ ଝଟକା। ହାତରୁ ଖସିପାରେ ୨୦୨୫ ଚମ୍ପିଆନ୍ସ ଟ୍ରଫିର ଆୟୋଜନ। ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତୀୟ ଟିମ୍‌। ଯାହାକୁ ନେଇ ଏବେଠୁ ଚିନ୍ତାରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ। ଆଗାମୀ ୨୦୨୫ ଚମ୍ପିଆନ୍ସ…

ମନ୍ଦିର ବିବାଦ

ଆସନ୍ତା ମାସରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ। ଗୋଟିଏ ପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି…

ଭିଭୋ ଅଧିକାରୀଙ୍କୁ ଇଡି ଗିରଫ ପରେ ନାଲିଆଖି ଦେଖାଇଲା ଚୀନ୍‌

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ନିର୍ମାତା ଭିଭୋର କିଛି ଅଧିକାରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯିବା ପରେ ଚୀନ୍‌ ତାହାକୁ ନେଇ ଆପତ୍ତି ଉଠାଇଛି। ଆମ କଂପାନି ସହ ଭେଦଭାବ କରନାହିଁ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍‌ତା ମାଓ…

ଆରବିଆଇ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ !

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସକୁ ବୋମାରେ ଉଡ଼ାଇଦେବାକୁ ଧମକ। ମୁମ୍ବାଇରେ ଅବସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) କାର୍ଯ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ଚିଠି ପଠାଯାଇଥିଲା। ଏହି ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ…

ବିଜୁବାବୁଙ୍କୁ ଭାରତରତ୍ନ କେବେ ?

ଏ ଯାବତ୍‌ ଦେଶର ୪୮ ଜଣଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଓଡିଶାରୁ ଜଣେ ହେଲେ କେହି ଉକ୍ତ ସମ୍ମାନ ପାଇନାହାନ୍ତି। ସେବା ସହିତ କଳା, ବିଜ୍ଞାନ, ଇଞ୍ଜିନିୟରିଂ, କ୍ରୀଡ଼ା, ବାଣିଜ୍ୟ ବ୍ୟବସାୟ ଆଦି ବିବିଧ କ୍ଷେତ୍ରରେ ଉକ୍ରର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦେଶ…

ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପଦ୍ମଶ୍ରୀ ଫେରସ୍ତ ନେବି ନାହିଁ: ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ, ୨୫ା୧୨: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ମାନ୍ୟତା ରଦ୍ଦ ହେବା ପରେ କିମ୍ବଦନ୍ତୀ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିବେ ନାହିଁ। ବଜରଙ୍ଗ ପୁନିଆ କହିଛନ୍ତି, ମୁଁ ପଦ୍ମଶ୍ରୀ ଫେରାଇ ନେବି…

କରୋନା ଚିନ୍ତା

 ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍‌-ଭାରିଏଣ୍ଟ ଜେଏନ୍‌.୧। ୯ ଜଣ ଏହି ସବ୍‌ ଭାରିଏଣ୍ଟରରେ…