Browsing Tag

#INDIA

ପୁନର୍ବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଡୁମାଣୀ ଟିଭି ,୨୫/୩ : ଯୋଗୀ ଆଦିତ୍ୟନାଥ ଆଜି ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗତକାଲି ଯୋଗୀ ଉତ୍ତରପ୍ରଦେଶରେ ବିଜେପିର ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିଲେ . ଯୋଗୀଙ୍କ ଶପଥ ଗ୍ରହଣ ପାଇଁ ବିଶାଳ ଉତ୍ସବର ଆୟୋଜନ କରାଯାଇଛି। ଲକ୍ଷ୍ନୌ ସ୍ଥିତ ଶ୍ରୀ…

ବୀରଭୂମି ହିଂସାର ଯାଞ୍ଚ କରିବ ସିବିଆଇ କଲିକତା ହାଇକୋର୍ଟର ନିର୍ଦ୍ଦେଶ

ଡୁମାଣୀ ଟିଭି ,୨୫/୩ : ବୀରଭୂମି ହିଂସା ଘଟଣାର ତଦନ୍ତ କରିବ ସିବିଆଇ । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରାଯାଇଛି ମାମଲା । କଲିକତା ହାଇକୋର୍ଟ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯେଉଁଥିରେ…

ଆନ୍ଧ୍ର ପ୍ରଦେଶ ଚିତ୍ତୁରରେ ଦଶମ ଶ୍ରେଣୀ ଟପ୍ପର ଛାତ୍ରୀର ଆତ୍ମହତ୍ୟା ପ୍ରିନ୍ସପାଲ ନିଲମ୍ବିତ

ଡୁମାଣୀ ଟିଭି ,୨୫/୩ : ଆନ୍ଧ୍ରପ୍ରଦେଶ ଚିତ୍ତୁର ଛୋଟ ସହର ପାଲାମାନରରେ ଦଶମ ଶ୍ରେଣୀ ଟପ୍ପର ଆତ୍ମହତ୍ୟା କରିବା ଘଟଣା ଏବେ ବିବାଦୀୟ ମୋଡ ନେବାରେ ଲାଗିଛି । ସୋଡା ବିକ୍ରେତାଙ୍କ ଝିଅ ମିସବା ଫାତିମା ଗଙ୍ଗାଭାରାମର ବ୍ରହ୍ମର୍ଶୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ । ଏହି ଘଟଣା ପରେ ଝିଅ ପରିବାର…

ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ଅଭିଭାଷଣ ଦେଲେ ରାଜ୍ୟପାଳ ଗଣେଶୀ ଲାଲ୍‌

ଡୁମାଣୀ ଟିଭି ,୨୫/୩ : ଆଜି ବିଧାନସଭାରେ ବଜେଟ ଅଧେôବଶନ ଚାଲିଛି । ଗୃହରେ ନିଜ ଅଭଭାଷଣ ରଖିଛନ୍ତି ଗଣେଶୀଲାଲ୍ । ସେ ତାଙ୍କ ଅଭିଭାଷଣରେ ଓଡିଶା ପାଇ ହୋଇଥିବା ବା ହେବାକୁ ଯାଉଥିବା ସମସ୍ତ କାର୍ଯ୍ୟବଳୀରେ ସୂଚନାତ୍ମକ ଭାବେ କହୁଛନ୍ତି । ପ୍ରଥମେ ସିଡିଏସ ବିପିନ ରାୱତ ସହ ଅନ୍ୟ ଦିବଙ୍ଗତ…

୨୦୨୨-୨୩ ବର୍ଷ ପାଇଁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ

ଡୁମାଣୀ ଟିଭି ,୨୫/୩ : ୨୦୨୨-୨୩ ବର୍ଷ ପାଇଁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଜି ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ଠିକଣା ସହିତ ଆରମ୍ଭ ହୋଇଛି। ୧୬ ତମ ଓଡ଼ିଶା ବିଧାନସଭା ର ୯ ତମ ଅଧିବେଶନ କୋଭିଡ-୧୯ ପ୍ରୋଟୋକଲ୍ ପାଳନ କରିବା ସହିତ ଆରମ୍ଭ ହୋଇଥିଲା । ଏଥର ମୁଖ୍ୟମନ୍ତ୍ରୀ ନବୀନ…

ଖରାରେ ସିଝିବେ ଆଭ୍ୟନ୍ତରୀଣ ଓଡିଶାବାସୀ ୩ ଡିଗ୍ରୀ ବଢିବ ତାତି

ଡୁମାଣୀ ଟିଭି ,୨୫/୩ : ସିଝିବେ ଆଭ୍ୟନ୍ତରୀଣ ଓଡ଼ିଶାବାସୀ । ସ୍ୱାଭାବିକଠୁ ବଢ଼ିବ ୨ରୁ ୩ ଡିଗ୍ରୀ ସେଲସିୟସ୍ ତାତି । ଆସନ୍ତା ୪ରୁ ୫ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ଗୁରୁବାର ୪୧.୪ ଡିଗ୍ରୀ ସେଲସିୟସ୍ ସହ ଟିଟିଲାଗଡ଼ ରାଜ୍ୟର…

ରାଜ୍ୟରେ ପୁଣି ବାହାରିଲେଣି କରୋନା ପଜିଟିଭ୍ ଗତ ୨୪ଘଣ୍ଟା ମଧ୍ୟରେ ୫୫ ଜଣ ଚିହ୍ନଟ

ଡୁମାଣୀ ଟିଭି ,୨୫/୩ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୭୮ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ପଳାଶପୁରରେ କ୍ରାଇମବ୍ରାଞ୍ଚର ତଦନ୍ତ

ଡୁମାଣୀ ଟିଭି ,୨୫/୩ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ଦ୍ବିତୀୟ ଦିନରେ ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି । ଆଜି ଦୁଇ ଜଣ ସାକ୍ଷୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରୁଛି । ଦେବାଶିଷ…

IPL ଟିମ୍ ଚେନ୍ନାଇର ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଲେ ଧୋନି

ଡୁମାଣୀ ଟିଭି ,୨୪/୩ : ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ହସ୍ତାନ୍ତର କରିବାକୁ ଏମଏସ ଧୋନି ନିଷ୍ପତ୍ତି ନେଇଛନ୍ତି ଏବଂ IPL ୨୦୨୨ ରେ ଦଳର ନେତୃତ୍ୱ ନେବାକୁ ରବିନ୍ଦ୍ର ଜାଡେଜାଙ୍କୁ ବାଛିଛନ୍ତି। ଟୁର୍ଣ୍ଣାମେଣ୍ଟର ୧୫ ତମ ସଂସ୍କରଣ ମାର୍ଚ୍ଚ ୨୬ (ଶନିବାର) ରେ ଆରମ୍ଭ ହେବ। ୨୦୧୨ ମସିହାରୁ…

ଲଟେରୀ ଟିକେଟ୍ କରିଦେଲା ମାଲାମାଲ

ଡୁମାଣୀ ଟିଭି ,୨୪/୩ : ଭାଗ୍ୟ କାହାର କେତେବେଳେ ଖୋଲିବ ସେ କଥା କିଏ ବା କହିବ। ରାତାରାତି କୋଟିପତି ହେବାର ଅନେକ କାହାଣୀ ଶୁଣିଥିବେ। କିନ୍ତୁ ଏହା କାହାଣୀ ନୁହେଁ। କାହାଣୀ ଭଳି କିନ୍ତୁ ସତ ଘଟଣା। ବନ୍ଦ ଆଲମିରାରେ ରହିଯାଇଥିଲା ଭାଗ୍ୟ। ମନେ ପଡ଼ୁନଥିଲା । କିନ୍ତୁ ହଠାତ ଦିନେ ଖୋଲିଗଲା…