Browsing Tag

#INDIA

ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

ନୂଆଦିଲ୍ଲୀ, ୨୩ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ। ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜଭୁଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ…

କୁସ୍ତି ମହାସଂଘ

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗରେ ଅଭିଯୁକ୍ତ କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ସଭାପତି ନିର୍ବାଚିତ ହେବା ପରେ ମର୍ମାହତ ହୋଇ ଗତକାଲି ଅବସର ଘୋଷଣା କରିଥିଲେ ରିଓ…

ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟଜଳ ପରି·ଳନାକୁ ସର୍ବୋଚ୍ଚ ପ୍ରାଥମିକତା

ଭୁବନେଶ୍ୱର,  : ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟ ଜଳ ପରି•ଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ମୁକ୍ତା ପ୍ରଫେସନାଲମାନଙ୍କ ଦିନିକିଆ ଓରିଏଣ୍ଟେସନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ମୁକ୍ତା ପ୍ରଫେସନାଲଙ୍କୁ କ୍ଷେତ୍ର ସ୍ତରରେ ଏହି…

ପାରାଦୀପ ଇଫକୋ ୟୁନିଟକୁ ଗ୍ଲୋବାଲ ସମିଟ ଆୱାର୍ଡ

ପାରାଦୀପ, : ପାରାଦୀପ ଇଫକୋ ୟୁନିଟକୁ ୧୧ ତମ ଗ୍ଲୋବାଲ ସେଫଟି ସମିଟ ଆୱାର୍ଡ-୨୦୨୩ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଶୁକ୍ରବାର ଦିନ ଫାୟାର ଆଣ୍ଡ ସେଫଟି ଫୋରମ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଜିଡି ଗୋଏଙ୍କା ବିଶ୍ୱବିଦ୍ୟାଳୟର…

ଗ୍ରାମୀଣ ଭାରତରେ କୃଷି ଭିତ୍ତିଭୂମି ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ୍‌ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର, : ଜାତୀୟ କୃଷକ ଦିବସ ଅବସରରେ ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭାରତର ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି ପାଇଁ ସାମାଜିକ- ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବାର ପ୍ରତିବଦ୍ଧତାକୁ ଦୋହରାଇଛି। ସମ୍ମାନଜନକ ଜୀବିକା ନିର୍ବାହ, କୃଷି…

ରାଜଧାନୀରେ ‘ ଘୁମୁସର ମହୋତ୍ସବ’ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୨୩ା୧୨ : ଘୁମୁସର ସାହିତ୍ୟ, କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ସାରା ବିଶ୍ୱ ପ୍ରସିଦ୍ଧ। ଅତୀତରେ ଘୁମୁସର ଭଞ୍ଜ ରାଜବଂଶ ୮୩୨ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ଦୀର୍ଘ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଘୁମୁସରରେ ରାଜତ୍ୱ କରି ଆସିଥିଲେ ଯାହା ପୃଥିବୀ ଇତିହାସରେ ବିରଳ। କିନ୍ତୁ ଐତିହାସିକ…

କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ

କୋରାପୁଟ,୨୩ା୧୨ : କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ। ୭୭ ବର୍ଷରେ ବି ରାଜ୍ୟବାସୀଙ୍କ ସେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଜୟପୁରରେ କ୍ଲାନ୍ତିହୀନ ଜୀବନର କାହାଣୀ କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ‘ଆମ ଓଡ଼ିଶା…

ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ବହୁତ ଭଲ ସୁଯୋଗ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨ : ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ୱପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲାମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ କାର୍ଯ୍ୟକ୍ରମରେ…

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଇଣ୍ଡିଆ ମେଣ୍ଟ ପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାବଦରେ ଆଗାମୀ ୩ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆରଜେଡି ସାଂସଦ ମନୋଜ ଝା । ବୈଠକରେ ଯାହା ନିଷ୍ପତ୍ତି ନିଆଯାଇଛି ତାହା ସର୍ବ ସହମତିରେ ନିଆଯାଇଥିବା କହିଛନ୍ତି ସାଂସଦ ଜୟନ୍ତ ଚୌଧୁରୀ । ସେହିପରି ଇଭିଏମ ଓ ସଂସଦରୁ ବିରୋଧୀ…

ଉଦୟ ଅନନ୍ତ ଏମ୍‌ସିଏଲ୍‌ର ନୂଆ ଅଧ୍ୟକ୍ଷ

ସମ୍ବଲପୁର: ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଉଦୟ ଅନନ୍ତ କାଓଲେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ବଲପୁର ବୁର୍ଲା (ଜାଗୃତି ବିହାର) ସ୍ଥିତ ଏମ୍‌ସିଏଲ୍‌ ମୁଖ୍ୟାଳୟରେ କାଓଲେ ପହଞ୍ଚିବା ପରେ କମ୍ପାନୀର ବରିଷ୍ଠ ଅଧିକାରୀ…