Browsing Tag

#INDIA

ଏଣିକି ସିଆଇଏସଏଫ ହାତରେ ସଂସଦ ଭବନ ଦାୟିତ୍ୱ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ଗୁରୁତର ତ୍ରୁଟିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଯାହା ଏବେ ସରକାରକୁ ବେଶ୍‌ ସତର୍କ କରାଇଛି। ଏହି କ୍ରମରେ ସରକାର ସଂସଦ ପରିସରର ସୁରକ୍ଷା ଦାୟିତ୍ୱ ଏବେ ସିଆଇଏସଏଫକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଗୃହ…

ଟାଟା ପାୱାରର ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ୍‌ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରିବା ଲାଗି ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋକୁ “ଲିଫ ଏରିକସନ ଲୁନର’ ପୁରସ୍କାର

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କୁ ବୁଧବାର ହୁସାଭିକ୍‌ ସଂଗ୍ରହାଳୟ ଦ୍‌ୱାରା ପ୍ରତିଷ୍ଠିତ " ଲିଫ ଏରିକସନ ଲୁନର' ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ପୁରସ୍କାର ଚନ୍ଦ୍ର ଅଭିଯାନକୁ ଆଗକୁ ବଢାଇବାକୁ ତଥା ବିଶେଷ ରୂପେ ସଫଳ ଚନ୍ଦ୍ରଯାନ-୩ ମିସନ ମାଧ୍ୟମରେ…

ଆଈ କୋଳରୁ ହୋଇଥିଲା ଅପହୃତ..ଉଦ୍ଧାର କଲା ପୋଲିସ

ଦେବଗଡ଼ (ବିବେକାନନ୍ଦ ସାହୁ ) ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁକୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ…

ନାଥନ୍‌ ଲାୟନ୍‌ ୫୦୦ ୱିକେଟ୍‌ କ୍ଲବରେ ସାମିଲ

ପର୍ଥ, ୧୮ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ର ଉଭୟ ପାଳିରୁ ୫ ୱିକେଟ୍‌ ଦଖଲ କରିବା ସହିତ ଅଷ୍ଟ୍ରେଲୀୟ କିଂବଦନ୍ତି ନାଥନ୍‌ ଲାୟନ୍‌ ୫୦୦ ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ମୋଟ ଟେଷ୍ଟ୍‌ ୱିକେଟ୍‌ ଏବେ ୫୦୧ରେ ପହଞ୍ଚିଛି। ଏହି ବିରଳ କ୍ଲବରେ ସାମିଲ ହେବାରେ ଲାୟନ୍‌ ବିଶ୍ୱର…

ପୁଣି କରୋନା : ସତର୍କ କଲା କେନ୍ଦ

ନୂଆଦିଲ୍ଲୀ,୧୮ା୧୨ : ପୁଣି ଥରେ କୋଭିଡ ଆତଙ୍କ। କୋରୋନା ଭାଇରସର ଏକ ନୂଆ ଭାରିଆଣ୍ଟ ଏବେ ଚିନ୍ତାରେ ପକାଇଛି। ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ର ଜେଏନ. ୧ ଭାରିଆଣ୍ଟ ଏବେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଏ ନେଇ…

ହଟ୍ଟଗୋଳ : ଶୀତ ଅଧିବେଶନରୁ ୯୨ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ,୧୮ା୧୨ : ସଂସଦ ସୁରକ୍ଷା ଭଙ୍ଗ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିଶୃଙ୍ଖଳା ନେଇ ଲୋକସଭା ପରେ ରାଜ୍ୟସଭାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବନ ହୋଇଛନ୍ତି। ସମୁଦାୟ ୯୨ ସାଂସଦ ନିଲମ୍ବନ ହେଲେଣି। ଲୋକସଭାର ୩୩ ସାଂସଦ ଶୀତ…

ସମ୍ବଲପୁରୀ ଲୁକରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

ଭୁବନେଶ୍ୱର,୧୭ା୧୨ : ଫୁଟବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ ଓଡ଼ିଶା ଫୁଟବଲ୍‌ କ୍ଲବ ମହିଳା ଦଳ (ଓଏଫସି)କୁ…

ଖଲିସ୍ତାନୀ ଆତଙ୍କୀ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ଜୟଶଙ୍କରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କାନାଡା ଏବଂ ଆମେରିକା ଦ୍ୱାରା ଖଲିସ୍ତାନୀ ଆତଙ୍କୀ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ବୟାନରେ ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଉଭୟଙ୍କ କଥାରେ ଆକାଶ- ପାତାଳର ଫରକ ରହିଛି। କାନାଡା ଯେଉଁଭଳି ଭାବରେ ଭାରତ ଉପରେ ଅଯଥା ଅଭିଯୋଗ ଲଗାଇଛି ତାହା…

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍‌ ଦରମା : ସିଜେଆଇ

ନୂଆଦିଲ୍ଲୀ,୧୭ା୧୨: ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍‌ ଦରମା। ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ ଏବଂ ଗୃହିଣୀମାନଙ୍କର ଅଧିକାର ସମ୍ପର୍କରେ ଭାରତର ପ୍ରଧାନ ବି•ରପତି ଡି.ୱାଇ ଚନ୍ଦ୍ରଚୁଡ଼ ଏକ ବଡ଼ ବୟାନ ଦେଇଛନ୍ତି। ବେଙ୍ଗାଲୁରୁର ନ୍ୟାସନାଲ ଲ ସ୍କୁଲ ଅଫ୍‌ ଇଣ୍ଡିଆ…