Browsing Tag

#INDIA

ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ଉଦ୍‌ଘାଟିତ

ନୂଆଦିଲ୍ଲୀ, ୧୨ା୧୨: ନୂଆଦିଲ୍ଲୀର କେଡି ଯାଦବ ଇନଡୋର ହଲରେ ପ୍ରଥମ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ପ୍ରଥମଥର ପାଇଁ ହେଉଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୪୫୦ ପ୍ରତିଯୋଗୀ…

ଟି-୨୦ ବିଶ୍ୱକପରେ ରୋହିତ ସାମିଲ ନେଇ ଦ୍ୱନ୍ଦ

ନୂଆଦିଲ୍ଲୀ,୧୧ା୧୨: ଆସନ୍ତା ବର୍ଷର ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଅଧିକ ସମୟ ବାକି ନାହିଁ । ଆଇପିଏଲ ୨୦୨୪ ପରେ ଠିକ ଏହି ଟୁର୍ଣ୍ଣାମେଣ୍ଟ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ । ଟିମ ଇଣ୍ଡିଆ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି । ଟି-୨୦ ବିଶ୍ୱକପରେ ଭାରତର ଟିମ୍‌ ଚୟନ କ'ଣ…

ଏଣିକି ବିନା ଓଟିପିରେ ଏକ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ପେମେଣ୍ଟ ନିୟମରେ ପରିବତ୍ତନ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ । ଏହି ଅନୁଯାୟୀ କେତେକ ନିର୍ଦ୍ଦିଷ୍ଟ କାରବାର କ୍ଷେତ୍ରରେ ୟୁପିଆଇ ଅଟେ । ପେମେଣ୍ଟ ସୀମା ବଢ଼ିବ । ଯେଉଁଥିରେ ଓଟିପି (ୱାନ୍‌-ଟାଇମ୍‌ ପାସ୍‌ୱାର୍ଡ) ଭଳି ଅତିରିକ୍ତ ଯାଞ୍ଚ…

ଧାରା ୩୭୦ ରଦ୍ଦ ସଂପୂର୍ଣ୍ଣ ଠିକ୍‌ : ସୁପ୍ରିମକୋଟ

ନୂଆଦିଲ୍ଲୀ ,୧୧ା୧୨: ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସୁପ୍ରିମକୋର୍ଟରେ ଚାଲିଥିବା ଆଇନଗତ ଲଢେ଼ଇରେ ଆସିଛି ଚୂଡ଼ାନ୍ତ ରାୟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି ଘୋଷଣା କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର…

ଶାହରୁଖ, ଅକ୍ଷୟ ଓ ଅଜୟ ଦେବଗନଙ୍କୁ ହାଇକୋର୍ଟଙ୍କ ନୋଟିସ

ମୁମ୍ବାଇ, ୧୦ା୧୨: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ଏବେ ମହଙ୍ଗା ପଡ଼ିଛି । ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍‌ ଜାରି କରାଯାଇଛି । ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ନø ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର…

ବିଷ୍ଣୁଦେବ ସାଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦ା୧୨ : ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ଚାଷୀ ପରିବାରର ପୁଅ । ଆଦିବାସୀ ନେତା ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେଓ ସାଏଙ୍କ ନାଁରେ ବାଜିଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ମୋହର…

ଧାରା ୩୭୦ : ୪ ବର୍ଷ ପରେ ଆଜି ଆସିବ ରାୟ

ନୂଆଦିଲ୍ଲୀ,୧୦ା୧୨ : ଧାରା ୩୭୦ ମାମଲାର ଆସନ୍ତା କାଲି ଆସିବ ସୁପ୍ରିମ ରାୟ । ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିବା ବେଳେ ଏହି ନିଷ୍ପତ୍ତି ବିରୋଧରେ ଦାଖଲ ବିଭିନ୍ନ ଆବେଦନ ଉପରେ ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ ।…

୬୦ ହଜାର ଦୀପରେ ବିଜୁବାବୁଙ୍କ ଫଟୋ ଚିତ୍ର

ରାଉରକେଲା,୧୦ା୧୨: ରେକର୍ଡ ବୁକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋଚିତ୍ର । ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି ୬୦ ହଜାର ରଙ୍ଗୀନ ଦୀପରେ ନିର୍ମିତ ହୋଇଛି ଏହି ଫଟୋଚିତ୍ର । ୬୦ ଫୁଟ ଲମ୍ବ ଓ ୫୫ ଫୁଟ ଚଉଡ଼ାର ଏହି ଫଟୋଚିତ୍ରକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇ ବିଜୁ…

“ଏନ୍‌ଆଇଏ’ର ବ୍ୟାପକ ଚଢ଼ଉ; “ଆଇଏସ୍‌ଆଇଏସ୍‌’ ମାମଲାରେ ୧୫ ଗିରଫ

ନୂଆଦିଲ୍ଲୀ: ଇସ୍ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନଆଇଏ)ର ଟିମ୍‌ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପୁଣେରୁ ଆସିଥିଲେ ଏବଂ ସେମାନେ ଇସ୍ଲାମିକ୍‌…

ସମସ୍ତଙ୍କ ପ୍ରୟାସରେ ଭାରତ ହେବ ବିକଶିତ: ଦେଶବାସୀଙ୍କୁ ମୋଦିଙ୍କ ବାର୍ତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସମଗ୍ର ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…