Browsing Tag

#international news

ଗାଜାରୁ ସୁରକ୍ଷିତ ଉଦ୍ଧାର ହେଲେ ଭାରତୀୟ ମହିଳା

ଜେରୁଜେଲମ୍‌: ଇସ୍ରାଏଲ୍‌ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜାରେ ଫଶି ରହିଥିବା ଜଣେ ଭାରତୀୟ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କାଶ୍ମୀରର ଏହି ମହିଳା ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଥିଲେ । ମହିଳାଙ୍କ ସ୍ୱାମୀଙ୍କ କହିବାନୁଯାୟୀ,…

ଭାରତ-ଆମେରିକା ମିଳିତ ଭାବେ ଚୀନ୍‌କୁ ଦେବେ ଟକ୍କର

ଆମେରିକା: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେ (ଭାରତ-ଆମେରିକା) ଭାରତ ସହ ଅନ୍ତରୀକ୍ଷରୁ ନେଇ ସମୁଦ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରୁଛୁ । ଟୁ ପ୍ଲସ ଟୁ ମିଟିଂ :- ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ…

ବୁଚାରେ ପୁଣି ରୁଷର ବର୍ବରତା ୭୨୦ରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ମାରିଦେଲା ମସ୍କୋ ସେନା

ଡୁମାଣୀ ଟିଭି,୧୩/୪:ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲଗାତାର ସାଧାରଣ ନାଗରିକମାନେ ମୃତ୍ୟୁର ଶିକାର ହେଉଛନ୍ତି। ବୁଚା ନରସଂହାର ପରେ ହୋଇଥିବା ଆଲୋଚନା ସତ୍ତ୍ୱେ ରୁଷ ସୈନ୍ୟ ସୁଧୁରୁ ନାହାନ୍ତି। ଏବେ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନର ଇଣ୍ଟେରିୟର…

ଆଜି ଭାରତ-ଆମେରିକା ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା

ଡୁମାଣୀ ଟିଭି,୧୨/୪:ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଜେ ଅଷ୍ଟିନ ତୃତୀୟ ଦିନ ଭାରତ-ଆମେରିକା ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ପେଣ୍ଟାଗନରେ ପ୍ରତିନିଧୀସ୍ତରୀୟ ଆଲୋଚନା କରିଛନ୍ତି । ଆମେରିକାର ପାଞ୍ଚ ଦିନିଆ ଗସ୍ତରେ ଥିବା ରାଜନାଥ…

ବୁଚା ପରେ ମାକାରିଭରେ ବର୍ବରତା

ଡୁମାଣୀ ଟିଭି,୧୦/୪:ବୁଚା ପରେ ମାକାରିଭରେ ବର୍ବରତା । ମାକାରିଭ ସହରରେ ଏକାସଙ୍ଗେ ୧୩୨ ମୃତଦେହ ଚିହ୍ନଟ । ମାକାରିଭ୍‌ ଛାଡିବା ପୂର୍ବରୁ ରୁଷ ସେନା ଏଠାରେ ମୃତ୍ୟୁର ବିଭୀଷିକା ରଚିଥିବା ଦେଖିବାକୁ ମିଳିଛି । ରାଜଧାନୀ କିଭ ଠାରୁ ପାଖାପାଖି ୩୦ ମାଇଲ ଦୂରରେ ଥିବା ମାକାରିଭ ଉପରେ ରୁଷ ସେନା…

ନିରବ ଝଡ଼ର ରୂପ ନେଇପାରେ ହିଜାବ ବିବାଦ ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣୁଲେ ଅଲ୍‌କାଏଦା ମୁଖ୍ୟ

ଡୁମାଣୀ ଟିଭି,୯/୪:କର୍ଣ୍ଣାଟକରେ ଦେଖାଯାଇଥିବା ହିଜାବ ଆଗକୁ ନିରବ ଝଡ଼ର ରୂପ ନେଇପାରେ । କାରଣ, ଏହି ବିବାଦକୁ ନେଇ ଭାରତୀୟ ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣିବା ଆରମ୍ଭ କରିଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା । ସଂଗଠନର ମୁଖ୍ୟ ଆୟାମାନ ଉଲ ଜୱାହିରୀ ହିଜାବ ବିବାଦକୁ ନେଇ ଚାଲିଥିବା…

ମସଜିଦ କୁବାକୁ ବିସ୍ତାର କରିବ ସାଉଦି ସରକାର

ଡୁମାଣୀ ଟିଭି,୯/୪:ଭବିଷ୍ୟ‌ଦ୍‌ବକ୍ତା ହଜରତ ମହମ୍ମଦଙ୍କ ଦ୍ୱାରା ନିର୍ମିତ ଇସଲାମର ପ୍ରଥମ ମସଜିଦ “ମସଜିଦ କୁବା” କୁ ବିସ୍ତାର କରିବାକୁ ସାଉଦି ସରକାର ନିଷ୍ପତ୍ତି ନେଇଛନ୍ତି । ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ମସଜିଦ କ୍ୟୁବାକୁ ୧୦ ଗୁଣା ଥର ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।…

ବୁଚା ନରସଂହାର ପରେ ମହିଳାଙ୍କୁ ଦୁଷ୍କର୍ମ କରୁଛି ରୁଷ୍‌ ସେନା

ଡୁମାଣୀ ଟିଭି,୮/୪:ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି। କୁହାଯାଉଛି ଯେ ରୁଷ ସେନା ଏବେ ୟୁକ୍ରେନ୍‌ ନାଗରିକଙ୍କ ନରସଂହାର କରୁଛି। ବୁଚା ନରସଂହାରର ଫଟୋ ଓ ଭିଡିଓ ଏବେ ସମସ୍ତଙ୍କୁ…

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା

ଡୁମାଣୀ ଟିଭି ୩/୪:ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା ହେବ । ପାକିସ୍ତାନ ସଂସଦରେ ଆଜି ଅବିଶ୍ୱାସ ପ୍ରସ୍ତାବ ଆଗତ ହେବାକୁ ଥିବାବେଳେ ଇମ୍ରାନଙ୍କୁ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ । ଅନ୍ତିମ ବଲ ପର୍ଯ୍ୟନ୍ତ ନିଜର ଖେଳ ଜାରି ରଖିଥିବା ଇମ୍ରାନ…

ଆଜି ବିଶ୍ୱ ଅଟିଜିମ ଦିବସ

ଡୁମାଣୀ ଟିଭି,୨/୪ : ଅଟିଷ୍ଟିକ୍ ଲୋକଙ୍କ ବିଷୟରେ ତଥା ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏପ୍ରିଲ୍ ୨ କୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ…