ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୁଡିଜ୍'ର ରେଟିଂକୁ ହ୍ରାସ କରିବା ନିଷ୍ପତ୍ତିକୁ ନେଇ ବାଂଲାଦେଶର ବ୍ୟାଙ୍କିଙ୍ଗ ସେକ୍ଟରକୁ ଏକ ବଡ଼ ଝଟ୍କା ଲାଗିଛି । ମୁଡିଜ୍ ବାଂଲାଦେଶର ବ୍ୟାଙ୍କିଙ୍ଗ ବିଭାଗର ରେଟିଂକୁ ସ୍ୱାଭାବିକ ସ୍ଥରରୁ ତଳସ୍ଥରକୁ ନେଇ ଆସିଛି । ଅର୍ଥନୀତିଜ୍ଞ ତଥା…