Browsing Tag

#jammu kashmir army

ଜାମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା ୨ ଆତଙ୍କବାଦୀ ନିହତ

ଡୁମାଣୀ ଟିଭି,୧୦/୪:ଜାମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ସେନା ଓ ପୋଲିସ ମିଳିତ ଭାବେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏକ ଏନକାଉଣ୍ଟରରେ ଆତଙ୍କବାଦୀ ଦ୍ୱୟ ପ୍ରାଣ ହରାଇଛନ୍ତି । ତେବେ ଏହି ସମୟରେ ୩ ଜଣ ଯବାନ ମଧ୍ୟ ଆହତ…