ମୃତୁ୍ୟଦଣ୍ଡ ପାଇଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଲେ ଜୟଶଙ୍କର
ନୂଆଦିଲ୍ଲୀ: ଜାସୁସୀ ଅଭିଯୋଗରେକତାରରେ ମୃତୁ୍ୟଦଣ୍ଡ ପାଇଥିବା ୮ଜଣ ଭାରତୀୟଙ୍କ ପରିବାରକୁ
ଭେଟିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀଏସ୍.ଜୟଶଙ୍କର । ସେମାନଙ୍କମୁକୁଳାଇବା ପାଇଁ ସରକାର ଚେଷ୍ଟା
କରୁଥିବା ନେଇ ସେ କହିଛନ୍ତି ।ଗୁପ୍ତଚର ଅଭିଯୋଗରେ ଏହି ପୂର୍ବତନଅଧିକାରୀମାନଙ୍କୁ ଗତ ବର୍ଷ ଗିରଫ…