ଶ୍ରୀମନ୍ଦିରରେ ନବାଙ୍କ ନୀତି
ପୁରୀ, ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୀମନ୍ଦିରରେ ନବାଙ୍କ ନୀତି ସମ୍ପନ୍ନ ହୋଇଛି । ଦ୍ଵିପ୍ରହର ଧୂପ ଶେଷ ହେବା ପରେ ମହାଜନ ସେବକମାନେ ରାମକୃଷ୍ଣଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ଆଜ୍ଞାମାଳ ପାଇବା ପରେ ରାମକୃଷ୍ଣ ଯୁଦ୍ଧ ମେଳନ ଯାତ୍ରା ପାଇଁ…