Browsing Tag

#jayshreeram #Paralashreeram mandira #Re-establishment #dumanikhabar #odisha

ପାରଳାରେ ଶ୍ରୀରାମଙ୍କ ମନ୍ଦିର ପୁନଃ ପ୍ରତିଷ୍ଠା

ପାରଳାଖେମୁଣ୍ଡି,ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କେଉଟ ସାହି ଠାରେ ରହିଥିବା ବହୁ ପୁରାତନ ଶ୍ରୀରାମ ମନ୍ଦିରକୁ ଉନ୍ନତିକରଣ କରାଯାଇ ଆଜି ପୁନଃ ପ୍ରତିଷ୍ଠା କରାଯାଇଛି। ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠାର ଶୁଭ ଅବସରରେ ଆଜି କେଉଟ ସାହିର ଶ୍ରୀରାମ ମନ୍ଦିରକୁ…