ଝାରସୁଗଡ଼ା ଉପନିର୍ବାଚନ: କମିଟି ଗଠନ କରିବ ବିଜେଡି
ଝାରସୁଗଡ଼ା: ଖୁବ୍ଶୀଘ୍ର ବିଜେଡି ଗଠନ କରିବ ଝାରସୁଗଡ଼ା ଉପନିର୍ବାଚନ ପାଇଁ କମିଟି । ଏ ନେଇ ଆଜି ଭୁବନେଶ୍ୱରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ସାରଦା ନାୟକ, ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ତଥା…