Browsing Tag

latestnews

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍‌ ଦରମା : ସିଜେଆଇ

ନୂଆଦିଲ୍ଲୀ,୧୭ା୧୨: ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍‌ ଦରମା। ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ ଏବଂ ଗୃହିଣୀମାନଙ୍କର ଅଧିକାର ସମ୍ପର୍କରେ ଭାରତର ପ୍ରଧାନ ବି•ରପତି ଡି.ୱାଇ ଚନ୍ଦ୍ରଚୁଡ଼ ଏକ ବଡ଼ ବୟାନ ଦେଇଛନ୍ତି। ବେଙ୍ଗାଲୁରୁର ନ୍ୟାସନାଲ ଲ ସ୍କୁଲ ଅଫ୍‌ ଇଣ୍ଡିଆ…

ବଚ୍ଚନ ପରିବାର ଛାଡ଼ି ମାଆଙ୍କ ସହ ରହିଲେ ଐଶ୍ୱର୍ଯ୍ୟା!

ମୁମ୍ବାଇ, ୧୬ା୧୨: ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍‌ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବିଯାଇଛି। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସଂପର୍କ ବିଗିଡ଼ି ଯାଇଛି। ଏହି କାରଣରୁ ଉଭୟ…

ଏମ୍‌ଆଇ ଉପରେ ଫ୍ୟାନ୍ସ ଖପ୍ପା; ଜାଳିଦେଲେ ଜର୍ସି

ନୂଆଦିଲ୍ଲୀ,୧୬ା୧୨: ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ କ୍ରିକେଟ ପ୍ରେମି ପସନ୍ଦ କରନ୍ତି ନାହିଁ। ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ବିଭିନ୍ନ ଉପାୟରେ ଦଳ ବିରୋଧରେ ନିଜ ନିଜର ବିରୋଧ ଆରମ୍ଭ କରିଛନ୍ତି। ମୁମ୍ବାଇ ଦଳ…

ଭାରତୀୟ ମହିଳା ଦଳର ରେକର୍ଡ ବିଜୟ

ନୂଆଦିଲ୍ଲୀ, ୧୬ା୧୨: ଘରୋଇ ମାଟିରେ ଇଂଲଣ୍ଡକୁ ଧୂଳି ଚଟାଇଛି ଭାରତୀୟ ମହିଳା ଟିମ। ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟକୁ ମାତ୍ର ଅଢେଇ ଦିନରେ ଶେଷ କରି ଭାରତୀୟ ମହିଳା ଟିମ ନୂଆ ରେକର୍ଡ କରିଛି। ପୁଣେର ଡିୱାଇ ପାଟିଲ ଷ୍ଟାଡିୟମରେ ଇଂଲଣ୍ଡକୁ ୩୪୭ ରନରେ ହରାଇ ହରମନପ୍ରୀତ କୌର…

୧୪ ରାଜ୍ୟରେ ସ୍ଥିତି ଜଟିଳ

ନୂଆଦିଲ୍ଲୀ,୧୬ା୧୨: ନିକଟ ଅତୀତରେ, ବାଲ୍ୟ ବିବାହକୁ ବନ୍ଦ କରିବା କିମ୍ବା ବିଲୋପ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। ତଥାପି, ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ଏବେ ମଧ୍ୟ ବି ଦେଶରେ ପ୍ରତି ପାଞ୍ଚ…

୮୦ ହଜାର ହେକ୍ଟର ଢ଼ିପ ଜମିକୁ ମିଳିଲା ପାଣି

ଭୁବନେଶ୍ୱର,୧୬ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ…

ରେଫରିଙ୍କୁ ମୁଥ ମାରି କ୍ଲବ୍‌ ସଭାପତି ଗିରଫ

ନୂଆଦିଲ୍ଲୀ, ୧୪ା୧୨: ତୁର୍କିରେ ଏକ ଘରୋଇ ଫୁଟବଲ୍‌ ଲିଗ୍‌ •ଲୁଥିବା ସମୟରେ ଜଣେ କ୍ଲବ୍‌ ସଭାପତି ମ୍ୟାଚ୍‌ ପରି•ଳନା କରୁଥିବା ରେଫରିଙ୍କୁ ମୁଥ ମାରି ଗିରଫ ହୋଇଛନ୍ତି । ତୁର୍କି ଫୁଟବଲ୍‌ ଫେଡେରେସନ୍‌ (ଟିଏଫ୍‌ଏଫ୍‌) ଆନୁକୂଲ୍ୟରେ ସୁପର ଲିଗ୍‌ ମ୍ୟାଚ୍‌ ଆୟୋଜନ ହେଉଥିବା ସମୟରେ ଏହି ଘଟଣା…

ଶାହି ଈଦଗାହ ମସଜିଦ୍‌ର ସର୍ଭେ ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଶାହି ଈଦଗାହ ମସଜିଦ୍‌ର ସର୍ଭେ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଈଦଗାହ ମସଜିଦ୍‌ ବିବାଦ ମାମଲାରେ ବିବାଦିତ ପରିସରର ସର୍ଭେ ନେଇ…

ସଂସଦ ଷଡ଼ଯନ୍ତ୍ର : କୁଆଡେ଼ ଗଲା ମାଷ୍ଟରମାଇଣ୍ଡ

ନୂଅଦିଲ୍ଲୀ,୧୪ା୧୨: ପାର୍ଲାମେଣ୍ଟର ଲୋକସଭାରେ ଅନୁପ୍ରବେଶକାରୀଙ୍କ ହଙ୍ଗମା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ତନାଘନା । ୫ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଖୋଜୁଛି ପୋଲିସ । ଲଳିତର ଶେଷ ଲୋକେସନ ରାଜସ୍ଥାନ ବୋଲି ଜଣାପଡ଼ିଛି ।…

ଉଜ୍ଜ୍ୱଳ ହେଉଛି ବିକାଶର ଆଲୋକ : ନବୀନ

କୋରାପୁଟ,୧୪ା୧୨ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍‌ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍‌ •ଲିବ ।…