Browsing Tag

latestnews

ଏଆଇର ଅପବ୍ୟବହାର ନେଇ ଉଦ୍‌ବେଗ

ନୂଅଦିଲ୍ଲୀ,୧୪ା୧୨: ଆରମ୍ଭ ହୋଇଛି ଗ୍ଲୋବାଲ ପାର୍ଟନରସିପ୍‌ ଅନଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ମିଳନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କିପରି ଏଆଇର ବ୍ୟବହାର ସୁରକ୍ଷିତ ଓ ସଚେତନ ଉପାୟରେ କରାଯାଇ ପାରିବ ସେ ନେଇ ସଭାରେ ଯୋଗ ଦେଇଥିବା ଲୋକ, ମନ୍ତ୍ରୀ ତଥା ଅଫିସରମାନଙ୍କୁ ଜାଗ୍ରତ ହେବା ପାଇଁ…

ଏକାମ୍ର ବିକାଶ ପାଇଁ ଖର୍ଚ୍ଚ ହେବ ୨ଶହ କୋଟି

ଭୁବନେଶ୍ୱର,୧୪ା୧୨ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ଲିଙ୍ଗିପୁର ପଞ୍ଚାୟତର ନାଥପୁର ଜାଡୁମଲ୍ଲୀ ମନ୍ଦିର ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି ।…

ରେଳଯାତ୍ରୀଙ୍କ ଉପରକୁ ଖସି ପଡ଼ିଲା ଓଭରହେଡ୍‌ ପାଣି ଟାଙ୍କି: ୩ ମୃତ

କୋଲକାତା: ରେଳ ଷ୍ଟେସନରେ ଷ୍ଟେସନରେ ବଡ଼ ଅଘଟଣ । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବାବେଳେ ଯାତ୍ରୀଙ୍କ ଉପରେ ଖସି ପଡ଼ିଲା ଓଭରହେଡ୍‌ ପାଣି ଟାଙ୍କି । ଫଳରେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ୫ମ ସ୍ଥାନରେ ପହଞ୍ଚିଛନ୍ତି । ସେ ଏହି ତାଲିକାରେ ୭ମ ସ୍ଥାନରେ ରହିଥିଲେ । ହେଲେ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ସାବିତ୍ରୀ ଜିନ୍ଦଲ ଦେଶର ଶ୍ରେଷ୍ଠ ୫…

ମାତ୍ର କିଛି ଘଣ୍ଟାରେ ଆଦାନୀ ହରାଇଲେ ୩୮ ହଜାର କୋଟି

ମୁମ୍ବାଇ : ଗତ ସପ୍ତାହର ବୃଦ୍ଧି ପରେ ଆଦାନୀଙ୍କ ସେୟାରରୁ ଏବେ ନିବେଶକ ଲାଭ ଆଦାୟ ଆରମ୍ଭ କରିଦେଇଛନ୍ତି । ଏଣୁ ବୁଧବାର ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି । ଫଳରେ ମାତ୍ର ଘଣ୍ଟାରେ କିଛ ଆଦାନୀଙ୍କୁ ୩୮ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଗତ…

ବିତ୍ତୀୟ ପରିଚାଳନା : ଓଡ଼ିଶା ଶୀର୍ଷରେ

ଭୁବନେଶ୍ୱର,୧୩ା୧୨ : ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରି•ଳନା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ବିତ୍ତୀୟ ପରି•ଳନା, ଋଣ ହାର, ଅଣ ଟିକସ ରାଜସ୍ୱ ଆଦାୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ…

୪ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର,୧୩ା୧୨ : ଅଦିନିଆ ବର୍ଷା ଛାଡ଼ିବା ପରେ, ରାଜ୍ୟରେ ହଠାତ୍‌ ବଢ଼ିଲା ଶୀତ । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ସପ୍ତାହେ ଯାଏ ରାଜ୍ୟର…

ଆଇପିଏଲ୍‌ ୨୦୨୪ ଅକ୍ସନ ପାଇଁ ଖେଳାଳିଙ୍କ ତାଲିକା ଜାର

ନୂଆଦିଲ୍ଲୀ, ୧୨ା୧୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୪ ପୂର୍ବରୁ ହେବାକୁଥିବା ମିନି ନିଲାମ ପାଇଁ ଖେଳାଳିଙ୍କ ତାଲିକା ଜାରି ରହିଛି । ତାଲିକାରେ ଥିବା ଖେଳାଳିଙ୍କୁ ନେଇ ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ ଅକ୍ସନ ହେବାକୁ ଯାଉଛି । ଅଷ୍ଟ୍ରେଲିଆର ଅଧିନାୟକ ପାଟ୍‌ କମିନ୍ସ ଓ…

ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ଉଦ୍‌ଘାଟିତ

ନୂଆଦିଲ୍ଲୀ, ୧୨ା୧୨: ନୂଆଦିଲ୍ଲୀର କେଡି ଯାଦବ ଇନଡୋର ହଲରେ ପ୍ରଥମ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ପ୍ରଥମଥର ପାଇଁ ହେଉଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୪୫୦ ପ୍ରତିଯୋଗୀ…

ଓଡ଼ିଶାରେ ହିଣ୍ଡାଲକୋ କରିବ ବ୍ୟାଟେରୀ କାରଖାନା; ୮୦୦ କୋଟି ଟଙ୍କା ନିବେଶ ଯୋଜନା

ଭୁବନେଶ୍ୱର, : ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଫାଇନ- କ୍ୱାଲିଟି ଆଲୁମିନିୟମ ଫଏଲ ନିର୍ମାଣ କ୍ଷେତ୍ରରେ ଏହାର ସାମର୍ଥ୍ୟକୁ ଉଲ୍ଲେଖନୀୟ ଭାବରେ ପରିବର୍ଦ୍ଧିତ କରିବାକୁ ଯୋଜନା ରଖିଛି, ଯାହା ଇଲେକଟ୍ରିନ ଯାନ (ଇଭି) ଏବଂ ଶକ୍ତି…