Browsing Tag

latestnews

ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ

ପୁରୀ,୧ା୧୨ : ପୁରୀ ବଡ଼ଦାଣ୍ଡରେ ଟନେଲ ସଦୃଶ ବ୍ୟାରିକେଡ କରାଯିବ । ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ କରାଯିବ । ମରିଚିକୋଟଠାରୁ ଟନେଲ ଭଳି ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଭିତରେ ସବୁ ପ୍ରକାର ସୁବିଧା ରହିବ । ବର୍ଷ ସାରା ରହିବ ବ୍ୟାରିକେଡ ।…

ପାରାଦୀପକୁ ହିଟ୍‌ କଲା କୋକେନ୍‌ ଝଡ

ପାରାଦୀପ,୧ା୧୨ : ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପୂର୍ବରୁ ହେଲା କୋକେନ୍‌ ଝଡ଼ । ବାତ୍ୟା ପ୍ରଭାବ ବିଳମ୍ବ ଥିବାବେଳେ କୋକେନ କିନ୍ତୁ ହଇଚଇ ସୃଷ୍ଟି କରିଛି । ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଏମ୍‌ଭି ଦେବୀ ଜାହାଜରୁ ମିଳିଛି ୨୨ ପ୍ୟାକେଟ୍‌ କୋକେନ୍‌ । ଅନ୍ତର୍ଜାତୀୟ ବଜାରରେ…

କୋଣାର୍କ-ସୋନାପୁର ଏବଂ ଭିତରକନିକା ବେଳାଭୂମି ପର୍ଯ୍ୟଟକଙ୍କ ମନମୋହିବ

ଭୁବନେଶ୍ୱର,୧ା୧୨ : ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ଶୀତ ଋତୁରେ ଭ୍ରମଣ ପାଇଁ ରାଜ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ସ୍ଥାନ । ଆରମ୍ଭ ହୋଇଗଲାଣି ପର୍ଯ୍ୟଟକମାନଙ୍କ ଭିଡ । କାହାକୁ ହିଲ୍‌ ଷ୍ଟେସନ ପ୍ରିୟ ତ ଆଉ କାହାକୁ ବେଳାଭୂମି ରିସୋର୍ଟ । ଓଡ଼ିଶାରେ ଏଭଳି ଆକର୍ଷଣୀୟ…

ପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ : ନବୀନ

ଭୁବନେଶ୍ୱର,୧ା୧୨ : ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପ•ରି…

କାନାଡ଼ା ୧୨-୦ରେ ପରାସ୍ତ

ସାଣ୍ଟିଆଗୋ, ୩୦ା୧୧: ମହିଳା ଜୁନିଅର ବିଶ୍ୱକପ ହକି ପ୍ରତିଯୋଗିତାରେ ଏକ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ନିଜର ପ୍ରଥମ ମ୍ୟାଚରେ ଭାରତ, କାନାଡାକୁ ୧୨- ୦ ଗୋଲରେ ମାତ ଦେଇଛି । ଭାରତ ପକ୍ଷରୁ ମୁମତାଜ ଖାନ ସର୍ବାଧିକ ୪ଟି ଗୋଲ୍‌ ସ୍କୋର କରିଥିଲେ । ଅନୁ ଓ ଦୀପିକା…

ଦିନିକିଆ ପରେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ, ୩୦ା୧୧: ଭାରତୀୟ ଦଳ ଡିସେମ୍ବର ଆରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଦଳ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ଖେଳିବ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଗୁରୁବାର ତିନି ଫର୍ମାଟର ଦଳ ଘୋଷଣା ପୂର୍ବରୁ ବିସିସିଆଇ ରୋହିତ…

‘ମ୍ୟାଜିକ୍‌ ଅଫ୍‌ ୫-ଟି ମନ୍ତ୍ର, ଏ ଟେଲ୍‌ ଅଫ୍‌ ଟ୍ରାନ୍ସଫରମିଙ୍ଗ ନବରଙ୍ଗପୁର’ ଲୋକାର୍ପିତ

ଭୁବନେଶ୍ୱର, : ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ "ମ୍ୟାଜିକ୍‌ ଅଫ୍‌ ଫାଇଭ୍‌ ଟି ମନ୍ତ୍ର: ଏ ଟେଲ୍‌ ଅଫ୍‌ ଟ୍ରାନ୍ସଫରମିଙ୍ଗ'…

୯୭ଟି ତେଜସ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକପ୍ଟର ସାମିଲ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ବଢ଼ିବ ଭାରତୀୟ ସେନାର ଶକ୍ତି । ଭାରତରେ ସୈନ୍ୟ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ । ପ୍ରତିରକ୍ଷା ବୋର୍ଡ ୯୭ଟି ଅତିରିକ୍ତ ତେଜସ ବିମାନ ଏବଂ ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦେଇଛି । ଉଭୟ…

ଦେଶ-ବିଦେଶରେ ଭାରତ ଜେନେରିକ୍‌ ଔଷଧର ଚାହିଦା ବଢୁଛ

ନୂଆଦିଲ୍ଲୀ: ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ । କାରଣ ଏଠାରୁ ସମଗ୍ର ବିଶ୍ୱକୁ ଔଷଧ ଯୋଗାଇ ଦିଆଯାଇଥାଏ । କାରଣ ଭାରତରେ ବଡ଼ ବଡ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡିକ ବ୍ରାଣ୍ଡେଡ୍‌ ଔଷଧ ପ୍ରସ୍ତୁତ କରିଥାନ୍ତି । ଅପରପକ୍ଷେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର…

ଟାଟା ପାୱାର ପକ୍ଷରୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ

ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ ମାଧ୍ୟମ, ନୂତନ ସଂଯୋଗ ଅଫର ଏବଂ ନିରାପତ୍ତା ମାର୍ଗଦର୍ଶିକା ମଧ୍ୟ ପ୍ରଦର୍ଶିତ କରିବ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଗଭୀର ଭାବେ ଜଡ଼ିତ ବାଲିଯାତ୍ରା ବିଭିନ୍ନ ଖାଦ୍ୟପେୟ ଓ ବାଣିଜ୍ୟ ମେଳାଠାରୁ ଆରମ୍ଭ କରି…