Browsing Tag

latestnews

ଆସିଲା ୫ ରାଜ୍ୟର ବୁଥ୍‌ ବାହୁୂଡା ମତ

ତେଲେଙ୍ଗାନା: ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୩.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ ଏହି ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ମତ ବା ଏଗଜିଟ୍‌ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଏସବୁ ରିପୋର୍ଟ…

ସାକାର ହେଉଛି ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଲକ୍ଷ୍ୟ

ଭୁବନେଶ୍ୱର, ୩୦ା୧୧ : ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।…

ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୯ା୧୧: ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଦଳକୁ ୬ଟି ହ୍ୱାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ । ଏଥିରେ ୩ଟି ଦିନିକିଆ ଏବଂ ୩ ଟି-୨୦ ଅନ୍ତର୍ଜାତୀୟ ସାମିଲ ଅଛି । ଏହି ହ୍ୱାଇଟ୍‌ ବଲ ସିରିଜ ଜୁଲାଇରେ ଖେଳାଯିବ । ଏହି ସିରିଜ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା…

ସଲମାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ, ୨୯ା୧୧: ଅପରାଧୀଙ୍କ ଟାର୍ଗେଟରେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌ । ତାଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଅନେକ ଥର ତାଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ପୁଣି ତାଙ୍କୁ ପାଖକୁ ଧମକ ଭରା ମେସେଜ ଆସିଛି । ଏହାପରେ ମୁମ୍ବାଇ ପୋଲିସ ଆଲର୍ଟ ମୁଡ୍‌ ଆସିଯାଇଛି । ସୂଚନା…

ଟି-୨୦ ଓ ଦିନିକିଆ ସିରିଜରୁ ବ୍ରେକ୍‌ ନେବେ ବିରାଟ!

ମୁମ୍ବାଇ, ୨୯ା୧୧: କ୍ରିକେଟରୁ କିଛି ସମୟ ପାଇଁ ବ୍ରେକ୍‌ ନେବେ କିଙ୍ଗ କୋହଲି । ଆଗାମୀ ଟି-୨୦ ବିଶ୍ୱକପ୍‌, ୱାଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ବିରାଟ କିଛି ଦିନ କ୍ରିକେଟରୁ ବିଶ୍ରାମ ନେଇପାରନ୍ତି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଜାତୀୟ…

ମୁଖ୍ୟକୋଚ୍‌ ଭାବେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଳୀ, ୨୯ା୧୧: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ୱନ୍ଦ୍ୱ ରହିଥିଲା । କେହି କେହି ରାହୁଲ ଆଉ କୋଚ୍‌ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ ଆଉ କେହି ତାଙ୍କ…

ନିଃସ୍ୱାର୍ଥପର ଓ ନିଷ୍ଠାର ସହ କାମ କର

ଭୁବନେଶ୍ୱର,୨୯ା୧୧ : ଆଜି ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ…

ଏଣିକି ସବୁ ବ୍ଲକ୍‌ରେ କଏନ୍‌ ଏକ୍ସଚେଞ୍ଜ

ଭୁବନେଶ୍ୱର,୨୯ା୧୧ : ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ୩ ମାସ ମଧ୍ୟରେ ସବୁ ବ୍ଲକ ବଜାର ସ୍ଥାନରେ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ହେବ । ଏଥିରେ ଲୋକମାନେ କଏନ ସହ ମଇଳା ଓ…

ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ…

ପ୍ରଥମ ଥର ଲିଥିୟମ ଓ ଗ୍ରାଫାଇଟ୍‌ ଭଳି ଖଣିଜର ହେବ ନିଲାମ

ନୂଆଦିଲ୍ଲୀ: ପ୍ରଥମ ଥର ଖଣି ମନ୍ତ୍ରାଳୟ, ଭାରତରେ ଲିଥିୟମ, ଗ୍ରାଫାଇଟ ଭଳି ମହତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ନିଲାମୀ କରିବାକୁ ଯାଉଛି । ନଭେମ୍ବର ୨୯ ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ୨୦ ଗୁରୁତ୍ୱପୂର୍ଣ୍ଣ ଖଣି ପାଇଁ ନିଲାମ ଡକାଯିବ । ଏନେଇ ଖଣି ମନ୍ତ୍ରାଳୟ ତରଫରୁ ଏକ ବିବୃତ୍ତିରେ ସୂଚନା…