Browsing Tag

latestnews

ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କା

ଭୁବନେଶ୍ୱର,୨୮ା୧୧ : ଆସୁଛି ବାତ୍ୟା । ଦକ୍ଷିଣ ଆଣ୍ଡମାନ ପାଶ୍ୱର୍ବର୍ତ୍ତୀ ମଲାକା ରାଜ୍ୟରେ ଲଘୁ•ପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ବୁଧବାର ସୁଦ୍ଧା ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ…

ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ

ପୁରୀ,୨୮ା୧୧ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆରମ୍ଭ ହେଲା ଲେଜର ସ୍କାନିଂ । ଏଥିପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ଏଏସଆଇର ବୈଷୟିକ ଟିମ୍‌ । ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍‌ ରତ୍ନଭଣ୍ଡାରର ଲେଜର ସ୍କାନିଂରେ ନିୟୋଜିତ ହେବେ । ସ୍କାନିଂ ପାଇଁ…

୧୭ ଦିନର ସଂଘର୍ଷ : ଫେରିଲା ଜୀବନ

ଉତ୍ତରକାଶୀ,୨୮ା୧୧: ଦିନେ କି ଦୁଇ ଦିନ ନୁହେଁ ପୂରା ୧୭ ଦିନ । କେମିତି ବିତିଥିଲା ସେହି ରାତି, କେମିତି କଟିଲା ସେସବୁ ଅନ୍ଧାରୀ ଦିନ । ତାହା କେବଳ ସେହି ଶ୍ରମିକ ମାନେ ହିଁ ଜାଣନ୍ତି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । କିଏ…

ଏଣିକି ଗାଁରେ ହାତ ପାହାନ୍ତାରେ ବ୍ୟାଙ୍କ ସେବା

ଭୁବନେଶ୍ୱର,୨୮ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ । ୨୦୨୪ ମାର୍ଚ୍ଚ…

ଚାଇନାରେ ସଙ୍କଟ: ଓଡିଶା ଆଲର୍ଟ |

ଭୁବନେଶ୍ୱର,୨୮ା୧୧ : ଚୀନ୍‌ରେ ବ୍ୟାପୁଥିବା ନିମୋନିଆକୁ ନେଇ ରାଜ୍ୟ ସରକାର ସଚେତନ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଯଦିଓ ଏ ଭାଇରସ୍‌…

ଆଇପିଏଲ୍‌ ୨୦୨୪: ଗୁଜୁରାଟ୍‌ ଟାଇଟନ୍ସର ନେତୃତ୍ୱ ନେବେ ଶୁଭମନ୍‌

ମୁମ୍ବାଇ: ଗିଲ୍‌ଙ୍କ ମୁଣ୍ଡରେ ତାଜ୍‌ । ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହେବେ ଶୁଭମନ୍‌ ଗିଲ୍‌ । ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଯିବା ପରେ ଶୁଭମନ୍‌ ଗିଲ୍‌ଙ୍କୁ ଏହି ଦାୟିତ୍ୱ ମିଳିଛି । ୨୦୨୪ ସିଜିନ୍‌ରେ ଟିମ୍‌ର ଲିଡ୍‌ ନେବେ ଶୁଭମନ୍‌ ।…

ରାଜନୀତିରେ ପାଣ୍ଡିଆନଙ୍କ ନୂଆ ଇନିଂସ

ଭୁବନେଶ୍ୱର, ୨୭ା୧୧ : ସବୁ କଳ୍ପନାଜଳ୍ପନାର ଅବସାନ । ରାଜନୀତି ମଇଦାନରେ ଭିକେ ପାଣ୍ଡିଆନ । ଆଜି ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଦଶହରାରେ ଆଇଏଏସ ଚାକିରି ଛାଡିଥିଲେ ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ରାଜନୈତିକ ଯାତ୍ରା…

ଚାକିରି ପଛରେ ନଦୌଡି ବାଣିଜ୍ୟ ବ୍ୟବସାୟ ପ୍ରତି ମନବଳାଅ

ପାରାଦୀପ, ୨୭ା୧୧ : ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ଗସ୍ତରେ ଆସି ପାରାଦୀପ ବନ୍ଦରର ୱେଟ ବେସିନ ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗଦାନ କରିଥିଲେ । ରାଷ୍ଟ୍ରପତି ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମ୍‌ ଠାରେ ନବନିର୍ମିତ ହେଲିପ୍ୟାଡରେ ଅବତରଣ କରିବା…

ଅନୁପ୍ରବେଶ ରୋକିବା ନେଇ “ଫର୍ଜ ଥଣ୍ଡରଷ୍ଟୋର୍ମ’ମୁତୟନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଓ ଲଦାଖରେ ପ୍ରବଳ ଶୀତ ଆରମ୍ଭ ହେବା ମାତ୍ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ଭାରତୀୟ ସେନା ଜୋଜିଲା ପାସ୍‌ ନିକଟରେ ୧୧, ୫୦୦ ଫୁଟ ଉଚ୍ଚତାରେ "ଫୋର୍ଜ ଥଣ୍ଡରଷ୍ଟୋର୍ମ' ତୋପ ମୁତୟନ କରିଛି । ଧ୍ରୁବ କମାଣ୍ଡ ନାମରେ ପରିଚିତ ଉତ୍ତର କମାଣ୍ଡ ଅଧୀନରେ ଥିବା ସେନାର…

୧୪୦ ହେଲିକପ୍ଟର କିଣିବା ପ୍ରସ୍ତାବକୁ ମିଳିବ ମଞ୍ଜୁରୀ!

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ବଢିବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୩୦ରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ବୈଠକ ହେବାକୁ ଯାଉଛି । ଏହି ବୈଠକରେ ସେନା ପାଇଁ ୧୪୦ ଆଟାକ୍‌ ହେଲିକପ୍ଟର କିଣିବା ନେଇ ମଞ୍ଜୁରୀ ମିଳିପାରେ । ଏଥିପାଇଁ…