Browsing Tag

latestnews

ପ୍ରଥମ ଦେଶ ଭାବେ ଧୂମ୍ରପାନ ବ୍ୟାନ୍‌ କଲା ନ୍ୟୁଜିଲାଣ୍ଡ୍‌

ନୂଆଦିଲ୍ଲୀ: ପ୍ରତ୍ୟାହୃତ ହେଲା ନ୍ୟୁଜିଲାଣ୍ଡର ଧୂମ୍ରପାନ ନିଷେଧ ନିୟମ । ନ୍ୟୁଜିଲାଣ୍ଡର ନୂତନ ସରକାର ଦେଶରେ ଥିବା ଧୂମ୍ରପାନ ନିୟମକୁ ପ୍ରତ୍ୟାହୃତ କରିବାକୁ ଯୋଜନା କରୁଛନ୍ତି । ସରକାରଙ୍କ କହିବା ଅନୁଯାୟୀ, ଟ୍ୟାକ୍ସ କଟ୍‌ ଯୋଗୁଁ ହେଉଥିବା ରାଜସ୍ୱ ଅଭାବକୁ ପୂରଣ କରିବା ପାଇଁ ଏହି ଅ ।ଇନ…

ଭାରତୀୟ ନାଗରିକଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର । ଭାରତୀୟ ନାଗରିକଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ । ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛି ମାଲେସିଆ । ଡିସେମ୍ବର ୧ରୁ ଚୀନ୍‌ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ଆଇଫୋନ ତିଆରି କରିବ ଟାଟା କମ୍ପାନୀ

ମୁମ୍ବାଇ: ଦେଶର ଦିଗ୍ଗଜ ଟେକ୍‌ କମ୍ପାନୀ ଟାଟା ଗ୍ରୁପ ଏବେ କିଛି ନୂଆ କରିବାକୁ ଯାଉଛନ୍ତି । ନିକଟରେ ଟାଟା ତାଙ୍କର ମେଗା ପ୍ଲାନ ଉଜାଗର କରିଛନ୍ତି, ଯେଉଁଥିରେ ସମସ୍ତଙ୍କୁ ଏବେ ସ୍ୱଦେଶୀ ଆଇଫୋନ ମିଳିପାରିବ । ଭାରତୀୟ କମ୍ପାନୀ ଟାଟା ଏବେ ଦେଶରେ ଆଇଫାନ ତିଆରି କରିବେ । କମ୍ପାନୀ ଭାରତରେ…

ଟିପିସିଓଡିଏଲ୍‌ ପକ୍ଷରୁ ବାଲିଯାତ୍ରାକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ

ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) କଟକରେ ଅନୁଷ୍ଟିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ବାଲିଯାତ୍ରା ୨୦୨୩କୁ ନିରବଚ୍ଛିନ୍ନ ଓ ନିରାପଦ ବିଜୁଳି ଯୋଗାଣ ପାଇଁ ଏହାର ପ୍ରତିବଦ୍ଧତା…

ପୁରୁଷ କନିଷ୍ଠ ହକି ବିଶ୍ୱକପ: ଓଡ଼ିଶାର ୩ ଖେଳାଳ

ରାଉରକେଲା, ୨୬ା୧୧ : ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଷ କନିଷ୍ଠ ହକି ବିଶ୍ୱ କପ୍‌ ଆରମ୍ଭ ହେବ । ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଘୋଷଣା ହୋଇସାରିଛି । ଏଥିରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମନଦୀପ ଲାକଡ଼,…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି: ୭ ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏହି ମାମଲାରେ ଜଣେ ଏସ୍ପି, ଦୁଇ ଜଣ ଡିଏସପିଙ୍କ ସମେତ ୭ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୋଲିସକର୍ମୀଙ୍କ…

ରୋଗ ଲୁଚାଇଲେ ଖର୍ଚ୍ଚ ଉଠାଇବନି ସ୍ୱାସ୍ଥ୍ୟ ବୀମା କମ୍ପାନୀ

ନୂଆଦିଲ୍ଲୀ: ଯଦି ରକ୍ତଚାପ ଓ ମଧୁମେହ ଭଳି ରୋଗ ଆପଣ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ଲୁଚାଇଛନ୍ତି କିମ୍ବା କୌଣସି ପୁର୍ବ ବେମାରୀ ବା ପ୍ରିଏକଜିଷ୍ଟିଙ୍ଗ ଡିଜିଜ ରହିଛି ତେବେ ସାବଧାନ ହୋଇଯାନ୍ତୁ । କାରଣ ଲୁଚାଇଥିବା ରୋଗ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ ସେ ନେଇ ଆପଣଙ୍କୁ କୌଣସି…

ତମାଖୁଜାତୀୟ ସାମଗ୍ରୀ ଉପରେ ଟିକସ ବଢ଼ାଅ

ନୂଆଦିଲ୍ଲୀ: ତମାଖୁଜାତୀୟ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଉପରେ ବଜେଟରେ ଟିକସ ବଢ଼ାଇବା ପାଇଁ ବିଶେଷଜ୍ଞମାନେ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି । ସମସ୍ତ ପ୍ରକାର ତମାଖୁଜାତୀୟ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇବା ପାଇଁ ସେମାନେ ମତ…

ଚୀନ୍‌ରେ ବ୍ୟାପୁଛି ନିମୋନିଆ : ଭାରତରେ ଆଲର୍ଟ

ନୂଆଦିଲ୍ଲୀ ,୨୬ା୧୧: ଚୀନ୍‌ରେ ବଢ଼ୁଥିବା ନିମୋନିଆ ଓ ଶ୍ୱାସ ରୋଗ ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । ଚୀନରେ ଆତଙ୍କ ଖେଳାଇଥିବା ଏଚ୍‌୯ଏନ୍‌୨ ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର…

ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥାକୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ ,୨୬ା୧୧: ମାସିକ ରେଡ଼ିଓ କାର୍ଯ୍ୟକ୍ରମ "ମନ୍‌ କି ବାତ୍‌'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ୍‌ ପେମେଣ୍ଟ କରୁଛନ୍ତି । ଏକଥା ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ । ସେ ଲୋକମାନଙ୍କୁ ମାସେ ପର୍ଯ୍ୟନ୍ତ କେବଳ ୟୁପିଆଇ କିମ୍ବା ଅନ୍ୟ କୌଣସି ଡିଜିଟାଲ୍‌ ମାଧ୍ୟମରେ ହିଁ ଟଙ୍କା…