Browsing Tag

latestnews

ଶ୍ରୀଲଙ୍କାରୁ ୨୨ ଭାରତୀୟ ଧୀବର ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ୨୨ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି, ଯେଉଁମାନେ ରବିବାର ପମ୍ବାନ ଦେଇ ନିଜ ଦେଶକୁ ଫେରିଛନ୍ତି । ସେମାନଙ୍କ ପରିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି, କାରଣ ତାଙ୍କ ଉଦ୍ୟମ ଦ୍ୱାରା ହିଁ ଭାରତୀୟଙ୍କ ମୁକ୍ତି ସମ୍ଭବ ହୋଇପାରିଛି । ଏଥି…

ଭାରତରେ ପ୍ରସ୍ତୁତ ହେବ ହାଲୁକା ଲଢୁଆ ବିମାନ ଇଞ୍ଜିନ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତ ନିଆଯାଇଛି । ଭାରତରେ ହାଲୁକା ଲଢୁଆ ବିମାନର ଇଞ୍ଜିନ ପ୍ରସ୍ତୁତ ହେବାକୁ ଯାଉଛି । ଏଲ୍‌ସିଏ ମାର୍କ ୨ (ତେଜସ ଏମକେ ୨) ଏବଂ ସ୍ୱଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମ୍‌ସିଏ)ର ପ୍ରଥମ…

‘ଦେଶ ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର, : ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏପରିକି ଭାରତକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ ଷ୍ଟାର୍ଟଅପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା…

ରାଜଧାନୀ ବସ୍ତିବାସିନ୍ଦାଙ୍କୁ ମିଳିଲା ପକ୍କା ଘର

ଭୁବନେଶ୍ୱର,୨୦ା୧୧ : ସହରାଞ୍ଚଳ ବସ୍ତିବାସିନ୍ଦାକୁ ମିଳିଲା ନୂଆ ଠିକଣା । ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପ ଉଦଘାଟିତ । ଆଜି ସନ୍ଧ୍ୟାରେ ଉଦ୍‌ଘଟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦା ଘର ପ୍ରଦାନ କରାଯାଇଛି ।…

ଜନ୍ମମାଟିରେ ମହାମହିମ

ଭୁବନେଶ୍ୱର,୨୦ା୧୧ : ଜନ୍ମ ମାଟିରେ ମହାମହିମ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୋଲିସ ପଡ଼ିଆଠାରେ ପହଞ୍ଚିଥିଲେ । ବାରିପଦା ସହିଦ ଭବନଠାରେ ଅଖିଳ ଭାରତ ସାନ୍ତାଳି ଲେଖକ ସଂଘର ୩୬ତମ ବାର୍ଷିକୋତ୍ସବ…

ଭୁବନେଶ୍ୱର ମେଟ୍ରୋ ଏମ୍‌ଓୟୁ ସ୍ୱାକ୍ଷର : ୪ ବର୍ଷରେ ସରିବ କାମ

ଭୁବନେଶ୍ୱର,୨୦ା୧୧ : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ୬୨୫୫ କୋଟିର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସବୁଠୁ ବଡ଼…

ଓଡ଼ିଶାକୁ ୱାର୍ଲଡ ହେରିଟେଜ୍‌ ଇରିଗେସନ ଷ୍ଟ୍ରକଚର ପୁରସ୍କାର

ଭୁବନେଶ୍ୱର,୨୦ା୧୧ : ଓଡ଼ିଶା ପାଇଁ ଗର୍ବ । ଦୁଇଟି ଜଳସେଚନ ପ୍ରକଳ୍ପ ଆଇସିଆଇଡ଼ି ବା ଇଣ୍ଟରନେସନାଲ୍‌ କମିସନ ଅନ ଇରିଗେସନ ଆଣ୍ଡ ଡ୍ରେନେଜ ଦ୍ୱାରା ପାଇଲେ ୱାର୍ଲଡ ହେରିଟେଜ୍‌ ଇରିଗେସନ ଷ୍ଟ୍ରକଚର ପୁରସ୍କାର ୨୦୨୩ । ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକରେ ଥିବା ବାଲିଡିହ ଜଳସେଚନ ପ୍ରକଳ୍ପ ଓ…

ମିସ୍‌ ୟୁନିଭର୍ସ ଟାଇଟଲ ଜିତିଲେ ସେଏନିସ୍‌ ପଲାସିଓସ୍‌

ନୂଆଦିଲ୍ଲୀ, ୧୯ା୧୧: ଏଲ ସାଲଭାଡୋରର ସାନ ସାଲଭାଡୋରର ଜୋସେ ଆଡଲଫୋ ପିନାଡା ଆରେନାରେ ମିସ୍‌ ୟୁନିଭର୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ମଉକାରେ ମିସ୍‌ ୟୁନିଭର୍ସ ୨୦୨୩ ର ବିଜେତା ଘୋଷଣା ହୋଇଛି । ସେଏନିସ୍‌ ପଲାସିଓସ୍‌ ବିଜେତା ଭାବେ ମନୋନୀତ ହୋଇଛନ୍ତି ଏବଂ ମିସ୍‌ ୟୁନିଭର୍ସ…

୮ ବର୍ଷ ପରେ ଆର.ମାଧବନଙ୍କ ସହ ଅଭିନୟ କରିବେ କଙ୍ଗନା

ନୂଆଦିଲ୍ଲୀ, ୧୯ା୧୧: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ ତେଜସ୍‌ ରିଲିଜ୍‌ ହୋଇଥିଲା । ଫିଲ୍ମକୁ ନେଇ କଙ୍ଗନା ଯଦିଓ ବହୁତ ଆଶା କରିଥିଲେ । କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ତେଜସର ସୁପର ଫ୍ଲପ୍‌ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର…

ମ୍ୟାଚ୍‌ ପୂର୍ବରୁ ବାୟୁସେନାର ଚିତ୍ତାକର୍ଷକ ଏୟାର ଶୋ

ଅହମଦାବାଦ, ୧୯ା୧୧: ଆରମ୍ଭ ହୋଇଛି ବିଶ୍ୱକପ୍‌ କ୍ରିକେଟର ମହାମୁକାବିଲା । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯାଉଛି । ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି ।…