Browsing Tag

latestnews

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ,୧୩ା୧୧ : ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନେଇ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ । ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି…

ପିପିଏଫ-ଏସସିଏସସିରେ ନିବେଶ ଯୋଜନାରେ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରିଥିବା ନିବେଶକଙ୍କ ନିମନ୍ତେ ଖୁସି ଖବର । ଯଦି ଆପଣ ପିପିଏଫ, ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସସି) ସମେତ ସ୍ମଲ ସେଭିଂ ସ୍କିମମାନଙ୍କରେ ଅର୍ଥ ନିବେଶ କରିଛନ୍ତି ତେବେ ସରକାରଙ୍କ ପକ୍ଷରୁ ନିୟମରେ ବଡ଼…

ଅଷ୍ଟମ ଥର ସେମିଫାଇନାଲ ଖେଳିବ ଭାରତ

ନୂଆଦିଲ୍ଲୀ, ୧୧ା୧୧ : ଚଳିତ ଆଇସିସି ବିଶ୍ୱକପର ତ୍ରୟୋଦଶତମ ସଂସ୍କରଣରେ ଆୟୋଜକ ଭାରତ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି । ଭାରତ ୧୫ରେ ପ୍ରଥମ ସେମିଫାଇନାଲ ପ୍ରାୟତଃ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଭାରତ ୮ମ ଥର ପାଇଁ ସେମିଫାଇନାଲ ଖେଳିବ । ଭାରତ ପୂର୍ବରୁ ୭ଥର…

ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଯାଜପୁର ,: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଥାଲକୁଡ଼ି ସ୍ଥିତ ଡାକବଙ୍ଗଳା ଠାରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଶରଥପୁର ବ୍ଲକ ଉକ୍ରଳ ସାମ୍ବାଦିକ ସଂଘର କୋଷାଧକ୍ଷ ପ୍ରତାପ ମଲ୍ଲିକ, ସଦସ୍ୟ ଜ୍ୟୋତି ପ୍ରକାଶ ମିଶ୍ର, ସୀତାଂଶୁ ଶେଖର…

୨୫ ରୁ ରାଜ୍ୟସ୍ତରୀୟ କୁମାର ସ୍ୱାମୀ ମହୋତ୍ସବ

ଭବାନୀପାଟଣା, : କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ କୁମାରସ୍ୱାମୀ ମହୋତ୍ସବ୨୦୨୩ ଆସନ୍ତା ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । କଳାହାଣ୍ଡି…

ପାଣି ଅଭାବରୁ ଧାନ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା

କେନ୍ଦ୍ରାପଡ଼ା, : କେନ୍ଦ୍ରାପଡ଼ା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଧାନ ଜମି ଗୁଡିକ ପାଣି ଅଭାବରୁ ଶୁଖିଲା ହେବା ସହ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଚାଷୀ କୂଳ ହତାଶରେ ଥିବାବେଳେ ସୁସ୍ଥ ସବଳ ଧାନ ଗଛ ଗୁଡିକ ପାଣି ବିନା ଗଜା ମରୁଡି ଧରିବାର ଆଶଙ୍କା ଦେଖା…

ସହର ଓ ଗାଁ ଭିତରେ ରହିବନି ଫରକ

ଭୁବନେଶ୍ୱର, : ବିକାଶ ଯାତ୍ରାରେ ସାମିଲ ହୋଇଛି ରାଜ୍ୟର ସବୁ ପଞ୍ଚାୟତ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟରେ ସଶକ୍ତ ଓଡ଼ିଶାର ମାର୍ଗକୁ ପ୍ରଶସ୍ତ କରିଛି "ଆମ ଓଡ଼ିଶା ନବୀନ ଓଡ଼ିଶା' । ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ…

ଡଲାର ତୁଳନାରେ ନିମ୍ନସ୍ତରରେ ଭାରତୀୟ ମୁଦ୍ରା

ନୂଆଦିଲ୍ଲୀ: । କରେନ୍ସି ଡିଲରଙ୍କ ଅନୁସାରେ, ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର କିଛି କରି ନଥିଲା । ଅପରାହ୍ନ୧.୫୫ରେ ଭାରତୀୟ ମୁଦ୍ରା ୮୩.୪୦ ଟଙ୍କା ପ୍ରତି ଡଲାରରେ କାରବାର କରୁଥିଲା । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ସବୁଠୁ…

ସ୍ୱାସ୍ଥ୍ୟସେବାରେ ବଡ଼ ବିପ୍ଳବ ହସ୍ପିଟାଲରେ ରହିବନି ବେଡ଼ ଅଭାବ

ଭୁବନେଶ୍ୱର,୧୧ା୧୧ : ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ପ୍ରତି ହସ୍ପିଟାଲରେ ବଢ଼ିବ ମେଡିକାଲ ଶଯ୍ୟା ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି ୨୮ ହଜାର ବେଡ୍‌ ଅଛି । ସରକାରୀ ହସ୍ପିଟାଲରେ ୪୫ ହଜାରରୁ ୫୦ ହଜାରକୁ ବେଡ୍‌…

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପ୍ରକଳ୍ପ କାର୍ଯ୍ୟ ଶେଷ କର : ଶୃଙ୍ଖଳିତ ଦର୍ଶନ ଲାଗି ପଦକ୍ଷେପ ନିଅ

ପୁରୀ,୧୧ା୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ସେ ବିଭଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ…