୫-ଟି ଅଧ୍ୟକ୍ଷଙ୍କ ପ୍ରତି ବଢ଼ୁଛି ସମର୍ଥନ
ଭୁବନେଶ୍ୱର,୧୯ା୧୧ : ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ବି ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ନେଉଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିକାଶ ଧାରାରେ ସାମିଲ ହୋଇଛି ସାରା ରାଜ୍ୟ । ଶିକ୍ଷା, ସ୍ୱାସ୍ଥ୍ୟର ଭିତ୍ତିଭୂମି ହେଉ କି ମମତା, ବିଜୁ…