ନବରାତ୍ର ଯୋଗୁ ଦିଲ୍ଲୀରେ ମାଂସ ଦୋକାନ ବନ୍ଦକୁ ବିରୋଧ କଲେ ଓବେସୀ
ଆରମ୍ଭ ହୋଇଛି ମାତା ରାଣୀଙ୍କ ନବ ରାତ୍ରି ପୂଜା। ଏବେ ପୂରା ଦେଶର ହିନ୍ଦୁମାନେ ଉତ୍ସାହ ଉଦ୍ଦୀପନାର ସହ ଭକ୍ତି ଭାବରେ ମା’ଙ୍କୁ ପୂଜା କରୁଛନ୍ତି। ତେବେ ନବରାତ୍ରକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ରାଜନୈତିକ କନ୍ଦଳ ଆରମ୍ଭ ହୋଇଛି।
ରିପୋର୍ଟ ମୁତାବକ, ଦକ୍ଷିଣ ଦିଲ୍ଲୀର ମେୟର ମୁକେଶ…