ବେରୋଜଗାରୀ ଓ ମହଙ୍ଗା ସ୍ଥିତିକୁ ନେଇ ମୋଦିଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଦେଶରେ ବଢୁଥିବା ବେରୋଜଗାରୀ ଓ ମହଙ୍ଗା ସ୍ଥିତିକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍କାରେ ଦେଇ ମୋଦି କହିଛନ୍ତି ନାନା ବାଧାବିଘ୍ନ ଓ ବିଶ୍ୱସ୍ତରୀୟ ମାନ୍ଦାବସ୍ଥା ସତ୍ତେ୍ୱ ବି ଭାରତ…