Browsing Tag

#nabinpattnaik

ସିିଭିଲ ସର୍ଭିସ ପରୀକ୍ଷା ବୟସ ସୀମା ୩୮ବର୍ଷକୁ ବୃଦ୍ଧି

ଭୁବନେଶ୍ୱର,୩୦ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସଭା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ଆଜି ୧୦ଟି ବିଭାଗର…

ସୁସ୍ଥ ସମାଜ ହିଁ ସମୃଦ୍ଧ ଭବିଷ୍ୟତର ଭିତ୍ତି: ନବୀନ

ଭୁବନେଶ୍ୱର, ୨୯ା୧୨  : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେୱାଇର ତୃତୀୟ ପର୍ଯ୍ୟାୟରେ ଯୋଜନାରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର…

ନିଯୁକ୍ତି ପାଇବେ ୧୦ ହଜାରରୁ ଉର୍ଦ୍ଧ

ଭୁବନେଶ୍ୱର, : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଶିଳ୍ପ ଅନୁକୂଳ ନୀତି ସହ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଏବଂ ଆକର୍ଷଣୀୟ ରିଆତି ଏ କ୍ଷେତ୍ରରେ ବେଶ୍‌ ସହାୟକ ହୋଇପାରୁଛି। ରାଜ୍ୟକୁ ଦେଶ, ବିଦେଶର ବହୁ ପ୍ରତିଷ୍ଠିତ…

ପୁରୀ ଆସିବେ… ନିମନ୍ତ୍ରଣ ରହିଲା

ଭୁବନେଶ୍ୱର,୨୬ା୧୨ : ଆସନ୍ତା ଜାନୁଆରୀ ୧୭ ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ୱର୍ଣ୍ଣିମ ଫର୍ଦ୍ଦ। ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ…

ଉଜ୍ଜ୍ୱଳ ହେଉଛି ବିକାଶର ଆଲୋକ : ନବୀନ

କୋରାପୁଟ,୧୪ା୧୨ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍‌ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍‌ •ଲିବ ।…

ଏକାମ୍ର ବିକାଶ ପାଇଁ ଖର୍ଚ୍ଚ ହେବ ୨ଶହ କୋଟି

ଭୁବନେଶ୍ୱର,୧୪ା୧୨ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ଲିଙ୍ଗିପୁର ପଞ୍ଚାୟତର ନାଥପୁର ଜାଡୁମଲ୍ଲୀ ମନ୍ଦିର ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି ।…

ଇୱାଇ ଟେକ୍ନୋଲୋଜି ହବ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୧ା୧୨ : ରାଜ୍ୟର ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ ଇୱାଇ ଟେକ୍ନୋଲୋଜି ହବ୍‌ ଉଦଘାଟନ କରିଛନ୍ତି । ଉଦ୍‌ଘାଟନ ଉତ୍ସବରେ ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ ।…

୬୦ ହଜାର ଦୀପରେ ବିଜୁବାବୁଙ୍କ ଫଟୋ ଚିତ୍ର

ରାଉରକେଲା,୧୦ା୧୨: ରେକର୍ଡ ବୁକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋଚିତ୍ର । ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛି ୬୦ ହଜାର ରଙ୍ଗୀନ ଦୀପରେ ନିର୍ମିତ ହୋଇଛି ଏହି ଫଟୋଚିତ୍ର । ୬୦ ଫୁଟ ଲମ୍ବ ଓ ୫୫ ଫୁଟ ଚଉଡ଼ାର ଏହି ଫଟୋଚିତ୍ରକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇ ବିଜୁ…

ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା

ଭୁବନେଶ୍ୱର,୫ା୧୨ : ୫- ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦ୍ୱିତୀୟ ଇନିଂସ ପାଇଁ ଭିକେଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା । ପ୍ରତିଦିନ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ଜମୁଛି ଭିଡ଼ । ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ…

ପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ : ନବୀନ

ଭୁବନେଶ୍ୱର,୧ା୧୨ : ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପ•ରି…