ବିଜୟ ସୁନାମୀ ଆଣିଲା ମୋଦି ମ୍ୟାଜିକ |
ନୂଆଦିଲ୍ଲୀ,୩ା୧୨: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଫୁଟିଲା ପଦ୍ମ । କାମ ଦେଲା ମୋଦି ମ୍ୟାଜିକ୍ । ମୂଳପୋଛ ହେଲା କଂଗ୍ରେସ ।୩ ରାଜ୍ୟର ବିପୁଳ ବିଜୟ ପରେ ବିଜୟ ଉତ୍ସବ ମନାଇଲେ ବିଜେପିର ନେତା ଓ କର୍ମୀ । କେଉଁଠି ନାଚଗୀତର ଆସର ତ ଆଉ କେଉଁଠି ଅଦିନିଆ ଦୀପାବଳୀ ପାଳନ । ମିଠା ଖୁଆଇ ଝୁମିଲେ ସମସ୍ତେ…