ସ୍ୱାଭିମାନ ଅଞ୍ଚଳରେ ରୂପ।ନ୍ତରଣର ନୂଆ ଅଧ୍ୟାୟ
୯ରେ ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ:ବିକାଶର ନୂଆ ଯାତ୍ରାରେ ଖୁବ୍ଶୀଘ୍ର ଯୋଡ଼ି ହେବ ମାଲକାନଗିରି। ଲାଲଗଡ଼ରୁ ଉଡ଼ିବ ବିମାନ। ଏଥି।ଇଁ ମାଲକାନଗିରି ଏୟାରପୋର୍ଟ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ମାଲକାନଗିରି ବିମାନବନ୍ଦରରୁ ବିମାନ ଉଡ଼ାଣର…