ପ୍ରକାଶ ପାଇଲା ନିଟ୍ ୟୁଜି ୨୦୨୨ର ପରୀକ୍ଷା ତାରିଖ
ଡୁମାଣୀ ଟିଭି,୭/୪ : ଜାତୀୟ ପରୀକ୍ଷଣ ଏଜେନ୍ସି ପକ୍ଷରୁ ବୁଧବାର ନିଟ୍ ୟୁଜି ୨୦୨୨ ପାଇଁ ଅଫିସିଆଲ ନୋଟିଫିକେସନ୍ ଜାରି କରାଯାଇଛି। ନୋଟିଫିକେସନ୍ ମୁତାବକ, ପରୀକ୍ଷା ଜୁଲାଇ ୧୭ରେ ହେବ। ଅନ୍ୟପଟେ ଏନ୍ଟିଏ ପକ୍ଷରୁ ନିଟ୍ ୨୦୨୨ ପଞ୍ଜିକରଣ ପ୍ରକ୍ରିୟା Neet.nta.nic.in ରେ ଆରମ୍ଭ…