ବାୟୁ ପ୍ରଦୂଷଣ : ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ
ନୂଆଦିଲ୍ଲୀ,୨ା୧୧ : ଦିଲ୍ଲୀରେ ପ୍ରଦୂଷଣରୋକିବାକୁ ପଦକ୍ଷେପ ନେଲେସରକାର । ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗିକାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଏ ବାବଦରେ ଏକ ନିଦେ୍ର୍ଦଶ ଜାରିକରାଯାଇଛି । ନିୟମ ପାଳନ କରାଯିବାନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁମଧ୍ୟ ନିଦେ୍ର୍ଦଶ ଦିଆଯାଇଛି ।…