ଲାଞ୍ଚ ନେଇ ଧରାପଡ଼ିଲେ ଇଡି ଅଧିକାରୀ
ନୂଆଦିଲ୍ଲୀ: ଇଡି ଅଧିକାରୀନେଉଥିଲେ ଲାଞ୍ଚ । ଗିରଫ କଲାଏସିବି । ରାଜସ୍ଥାନ ଏସିବି, ଇଡିରଦୁଇ ଅଧିକାରୀଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି । ଉଭୟ ଏକ ମାମଲାର ରଫାଦଫା କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ…