ତଥ୍ୟ ଲିକ୍ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍
ନୂଆଦିଲ୍ଲ୍ୀ: ସବୁଠୁ ସୁରକ୍ଷିତକୁହାଯାଉଥିବା ଆପଲ ଫୋନ କିପରିହ୍ୟାକ ହେବ? ଆପଲ ଫୋନ ହ୍ୟାକଆଶଂକା ପଛରେ ସରକାରଙ୍କ ହାତରହିଛି ବୋଲି କିପରି ନିଷ୍କର୍ସରେ
ପହଞ୍ଚିଲ? କେଉଁ ଆଧାରରେ ଏପରିପରିଣାମ ନେଇ ନିଶ୍ଚିତ ହେଲ?ଅଜଣା ଜାଗାରୁ ରହି କିପରି ଏହାକୁଆକ୍ସେସ କରାଯାଇପାରିବ ବୋଲିନିଶ୍ଚିତ ହେଲ?…