Browsing Tag

#news

ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍‌ ହେବ “ଟାଇଗର ୩’ |

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମୋଷ୍ଟ ପପୁଲାର ଫିଲ୍ମ "ଟାଇଗର ୩' ଗତ ମାସ ନଭେମ୍ବର ୧୨ରେ ପୂରା ବିଶ୍ୱର ସିନେମା ହଲରେ ରିଲିଜ୍‌ କରାଯାଇଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଏହା ବ୍ୟତୀତ ଫିଲ୍ମଟି କେବେ ଓଟିଟିରେ ରିଲିଜ…

୨୦୨୯ ବିଶ୍ୱ ଦୌଡକୁଦ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତର ଦାବି |

ନୂଆଦିଲ୍ଲୀ : ୨୦୨୯ ମସିହାର ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ପ୍ରାଥମିକ ଅବସ୍ଥାରେ ଭାରତ ୨୦୨୭ ସଂସ୍କରଣ ପାଇଁ ଦାବି କରିବ ବୋଲି ଯୋଜନା କରୁଥିଲେ ମଧ୍ୟ ଏଥିରୁ ଓହରିଯାଇଛି । "ହଁ ଆମେ ୨୦୨୯ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଦାବି…

ସେୟାର ବଜାରରେ ଉତ୍ସାହ, ୬ ଲକ୍ଷ କୋଟି ଲାଭ କଲେ ନିବେଶକ |

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ତିନି ରାଜ୍ୟର ବିଧାନସଭା ନିର୍ବାଚନ ଜିତିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ସୋମବାର ସେନସେକ୍ସ ୧୪୦୦ ପଏଣ୍ଟ ଏବଂ ନିଫ୍ଟି ୪୩୦ ପଏଣ୍ଟ ବୃଦ୍ଧି ସହିତ ବଜାର ବନ୍ଦ ହୋଇଥିଲା । ସୋମବାର କାରବାର ଆରମ୍ଭରୁ…

ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲକୁ ଏଚ୍‌ଏସ୍‌ଇ ଇନୋଭେଶନ୍‌ ଆୱାଡ |

ଭୁବନେଶ୍ୱର : ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ଲିମିଟେଡକୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ, ପୁଣେର ପ୍ରୋ-ଏମ୍‌ଏଫ୍‌ଜି ମିଡ଼ିଆ ଦ୍ୱାରା ଆୟୋଜିତ କ୍ୟୁୟୁପିଆଇଡି କନ୍‌ଫରେନ୍ସ ଆଣ୍ଡ ଆୱାର୍ଡ୨୦୨୩ ସମାରୋହରେ…

ମିଗ୍‌ଜୋମ: ଓଡ଼ିଶାକୁ ନାହିଁ ସିଧାସଳଖ ପ୍ରଭାବ |

ଭୁବନେଶ୍ୱର : ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ପ୍ରଭାବ । କିନ୍ତୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ୩ ଦିନ ପ୍ରବଳ ବର୍ଷା ହେବ । ଆନ୍ଧ୍ରରେ ହିଟ୍‌ କରିବା ପରେ ବାତ୍ୟା ମିଗ୍‌ଜୋମ ଦୁର୍ବଳ ହୋଇ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ । ସେତେବେଳକୁ ସୁଦୃଶ୍ୟ ଲଘୁଚାପ ଓ ପରେ ଲଘୁଚାପରେ ପରିଣତ ହେବ ।…

AAP ସାଂସଦ ରାଘବ ଚଡାଙ୍କ ଅନୁତାପ: ରାଜ୍ୟସଭା କମିଟି ନିଲମ୍ବନ ଶେଷ କରିବାକୁ ସୁପାରିଶ

ରାଜ୍ୟସଭା ଅଧିକାର କମିଟି AAP ସାଂସଦ ରାଘବ ଚାଧାଙ୍କୁ ଅଧିକାର ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ କରି ସଭାରୁ ନିଲମ୍ବିତ କରିଥିଲା । କମିଟି ପରାମର୍ଶ ଦେଇଛି ଯେ ଅଗଷ୍ଟ 11, 2023 ପରଠାରୁ ଚାଡା ଉପରେ ଲାଗୁ କରାଯାଇଥିବା ନିଲମ୍ବନକୁ ପର୍ଯ୍ୟାପ୍ତ ଦଣ୍ଡ ବୋଲି ଧରାଯିବା ଉଚିତ୍। ବିଜେପି ସାଂସଦ…

ଓଡିଶା ପିଏଚ ସ୍ବେସ୍ୱଚ୍ଛାସେବୀଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ |

ଭୁବନେଶ୍ୱର : ଭୁବନେଶ୍ୱରରେ ଓଡିଶା ପିଏଚ ସ୍ବେଚ୍ଛାସେବୀ କଲ୍ୟାଣ ସଂଘ ଟ୍ରଷ୍ଟର ପ୍ରତିନିଧୀମାନେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫ଟି ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କ ଉପସ୍ଥିତିରେ ସାକ୍ଷାତ କରି , ଭିନ୍ନକ୍ଷମଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବୃଦ୍ଧି…

ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ |

କୋଲକାତା : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମ ଇଣ୍ଡିଆକୁ ଏଠାରେ କ୍ରିକେଟର ତିନୋଟି ଫର୍ମାଟରେ ଅଂଶଗ୍ରହଣ କରିବାକୁ ପଡିବ । ଭାରତୀୟ ଦଳ ପ୍ରଥମେ ଆୟୋଜକ ଦଳ ସହିତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ଏହା ପରେ ଏକଦିବସୀୟ ସିରିଜ ଆରମ୍ଭ ହେବ । ଏହି…

ଶ୍ରାବଣୀ ନନ୍ଦଙ୍କୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର |

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ା ଶୃଙ୍ଖଳରେ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ କଳିଙ୍ଗ…

ବ୍ୟକ୍ତିଗତ ସଫଳତାର ପ୍ରତିବନ୍ଧକ ନୁହେଁ ଶାରୀରିକ ଅକ୍ଷମତା : ମୁଖ୍ୟମନ୍ତ୍ରୀ |

ଭୁବନେଶ୍ୱର : ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜ୍ଞାପନ କରି କହିଛନ୍ତି ଯେ ରାଜ୍ୟର ଭିନ୍ନକ୍ଷମ ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି । କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା ସବୁକ୍ଷେତ୍ରରେ ସେମାନେ ନିଜର…